ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

କଳାହାଣ୍ଡି ଓକିଲ ସଂଘ ସଭାପତି ସନ୍ତୋଷ ପଣ୍ଡା ଓ ସମ୍ପାଦକ ନିହାର ମିଶ୍ର 

ଭବାନୀପାଟଣା,୨୮/୦୩: କଳାହାଣ୍ଡି ଓକିଲ ସଂଘ ଭବାନୀପାଟଣାର ସଭାପତି ଭାବରେ ସନ୍ତୋଷ କୁମାର ପଣ୍ଡା , ସମ୍ପାଦକ ନିହାର ରଞ୍ଜନ ମିଶ୍ର, ଉପସଭାପତି ମହେଶ ପ୍ରସାଦ ମହାପାତ୍ର, ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ଛତ୍ରିଆ ଓ କୋଷାଧକ୍ଷ ଭାବରେ ଜୟନ୍ତ କୁମାର ମୁଣ୍ଡ ନିର୍ବାଚିତ ହୋଇଛନ୍ତି। ସେହିପରି ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଗୌତମ ପଟ୍ଟନାୟକ, ବିନୟ କୁମାର ଦାଶ, ଇଲା ସେଲମା ଓ ଜ୍ୟୋସ୍ନା ମଞ୍ଜରୀ ମିଶ୍ର ଏବଂ କନିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବରେ ଶକ୍ତି ସ୍ୱରୂପ ବେହେରା ନିର୍ବାଚିତ ହୋଇଛନ୍ତି। ଓକିଲ ସଂଘ ନିର୍ବାଚନ ଅଧିକାରୀ ଭାବରେ ବରିଷ୍ଠ ଓକିଲ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ପରିଚାଳନା କରିଥିଲେ। ନିର୍ବାଚନ ପରିଚାଳନାରେ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ପ୍ରଦୀପ ଚନ୍ଦ୍ର ପାତ୍ର, ସୁଜିତ କୁମାର ବହିଦାର, ଇଶ୍ୱ ରଞ୍ଜନ କୁମାର ଓ ସୂର୍ଯ୍ୟ ନାରାୟଣ କୁମାର ସହଯୋଗ କରିଥିଲେ।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

ଅଖିଳ ଓଡ଼ିଶା ବ୍ରାହ୍ମଣ ମହାସଭାର ୯ମ ସାମ୍ବିଧାନିକ ଓ ସପ୍ତବିଂଶତମ ବାର୍ଷିକ ସମେଳନ

masiha

ରାୟଗଡ ବନଖଣ୍ଡ ତରଫରୁ ଲୌହ ପୁରୁଷ ସର୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜନ୍ମ ଦିବସ କୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରି ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠାନ କରାଯାଇଥିଲା 

Sunil Chandra Nayak

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଗନ୍ନାଥ ସେନା ର ଆବାହକଙ୍କୁ ସମ୍ୱର୍ଦ୍ଧନା

masiha

Leave a Comment

error: Content is protected !!