ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ  ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

ବୁଗୁଡ଼ା ବାର ଏସୋସିଏସନ ନିର୍ବାଚନ ଫଳାଫଳ

 ମାନସ ସଭାପତି ଓ ଶ୍ୟାମ ସମ୍ପାଦକ 

ପୋଲସରା, ୩୦/୦୩ ଗଞ୍ଜାମ ଜିଲ୍ଲାର ବୁଗୁଡା ବାର ଏସୋସିଏସନର ନୂତନ କର୍ମକର୍ତ୍ତା ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇ ଫଳାଫଳ ପ୍ରକାଶ ପାଇଛି । ଏହି ନିର୍ବାଚନରେ ସମୁଦାୟ ୫୨ ଜଣ ଆଡଭୋକେଟ ମତଦାନ ପ୍ରଦାନ କରିଥିଲେ । ମାନସ ରଞ୍ଜନ ଦାଶ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଶ୍ୟାମ ସୁନ୍ଦର ବିଷୋୟୀ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ସୁବ୍ରତ କୁମାର ପଟ୍ଟନାୟକ,ସହ-ସମ୍ପାଦକ ଭାବେ ମନୋଜ କୁମାର ପାଣିଗ୍ରାହୀ, କୋଷାଧ୍ୟକ୍ଷ ଭାବେ କାହ୍ନୁ ଚରଣ ସାହୁ ଏବଂ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ସରୋଜ କୁମାର ଦାଶ, ଦେବୀ ନିବେଦିତା ଚୌଧୁରୀ ଓ ସାଇ ସନ୍ତୋଷିନୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ଭାବେ ସତ୍ୟ ନାରାୟଣ ମିଶ୍ର ଦାୟିତ୍ଵ ନିର୍ବାହ କରି ଫଳାଫଳ ଘୋଷଣା କରିଥିଲେ। ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ସଙ୍ଘର ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇଥିଲେ।

Related posts

ଆସିକା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ଅଭିଯାନ 

Sunil Chandra Nayak

୧- ଦୃଷ୍ଟି ଆଢ଼ୁଆଳରେ ଜିଲ୍ଲା ସଂଗ୍ରାହାଳୟ,ପ୍ରଚାର ପ୍ରସାର ନାହିଁ ଆସୁନାହନ୍ତି ପରିଦର୍ଶକ ,୨- ଝାରଦା ଗିରିବର ଗିରିଧାରୀ ଆଶ୍ରମ ରେ ଶ୍ରୀଗଣେଶ ବିଗ୍ରହ ‌ସ୍ଥାପନ 

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!