ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଳାମୁଣ୍ଡା ସଦର ମହକୁମା ର ଏକମାତ୍ର ATM ଦୀର୍ଘ ଦିନ ଧରି ଅଚଳ ଜନତା ଅସନ୍ତୋଷ

ଗୋଳାମୁଣ୍ଡା ସଦର ମହକୁମା ର ଏକମାତ୍ର ATM ଦୀର୍ଘ ଦିନ ଧରି ଅଚଳ ଜନତା ଅସନ୍ତୋଷ

ଗୋଳାମୁଣ୍ଡା -କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଗୋଳାମୁଣ୍ଡା ବ୍ଳକ ସଦର ମହ କୁମା ଠାରେ ଥିବା ଏକମାତ୍ର SBI ATM ଯାହା ଉପରେ ହଜାର ହଜାର ଗ୍ରାହକ ନିର୍ଭର କରିଥାନ୍ତି କିନ୍ତୁ ତାହା ବିଭାଗୀୟଅଧିକାରୀ ଙ୍କ ଅବହେଳା ଯୋଗୁଁ ତାହା ବର୍ତ୍ତମାନର ସମସ୍ୟାର କାରଣ ଦେଖାଦେଇଛି ଦୀର୍ଘ 4 ମାସ ହେବ ଖରାପ ହୋଇ ଆସୁଅଛି ବର୍ତ୍ତମାନ ଏହା ଅଚଳ ହୋଇ ପଡିଛି କେବଳ ନାମକୁ ମାତ୍ର ଏହାକୁ ସଜାଡ଼ିବା ପାଇଁ ମେକାକିକ ମନେ ଆସୁଛନ୍ତି ହେଲେ କେବେ ଠିକ କରି ପାରୁ।ନାହାଁନ୍ତ ଏହାକୁନେଇ ଅଂଚଳ ବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏଣୁ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଥିବା ସମୟରେଏଠାରେ କେତେବେଳେ ଟଙ୍କା ନଥିବା ଆଉ କେତେବେଳେ ଖରାପ ଥିବା ଦର୍ଶାଯାଉଛି ଅଧିକାରୀଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ କର୍ତ୍ତୃପକ୍ଷ ଦୃଷ୍ଟି ଦେଉନାହାନ୍ତି ଏହାକୁ ନେଇ ଅଂଚଳ ବାସୀ ଅସନ୍ତୋଷ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏଣୁ ଉଚ୍ଚ କର୍ତ୍ତୃପକ୍ଷ ଧ୍ୟାନ ଦେବାକୁ ଦାବୀ ହେଉଛି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଫଟୋଚିତ୍ର ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ରଶ୍ମିରେଖା

masiha

କଲେଜ ଫିଲ୍ଡ ଯୋଗ ଗ୍ରୁପ ଦ୍ୱାରା ସଫେଇ କାର୍ଯ୍ୟକ୍ରମ 

masiha

ଉତ୍କଳ ସମ୍ମିଳନୀ ଜଳେଶ୍ୱର ଶାଖା ପକ୍ଷରୁ ମଧୁବାବୁଙ୍କ ୧୭୯ ତମ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!