ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଟଙ୍କା ମାଗି ଜଣେ ଗିରଫ

ଗୋଳାମୁଣ୍ଡା – 13/5 କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ଅଂଚଳରେ ମାଓବାଦୀ ନାମରେ ବନ୍ଧୁକ ଦେଖାଇ ଟଙ୍କା ମାଗି ଜଣେ ଗିରଫ ହୋଇଥିବା ବିଷୟ ଏବେ ଜୋର ଚର୍ଚ୍ଚା ର ବିଷୟ ପାଲଟିଛି।  ପ୍ରାପ୍ତ ସୂଚନା ମୁତାବକ ଗୋଳାମୁଣ୍ଡା ଥାନା ପିତଗୁଡା ଗ୍ରାମର ସୁଶାନ୍ତ ମାଝି ନାମକ ଜଣେ ଯୁବକ ମୋହନ ପ୍ରଧାନ ନାମକ ଵ୍ୟକ୍ତି ଙ୍କୁ ବନ୍ଧୁକ ଦେଖାଇ ମାଓବାଦୀ ନାମରେ ଭୟଭୀତ କରି ଟଙ୍କା ମାଗୁଥିବା  ଘଟଣା  ଗୋଳାମୁଣ୍ଡା ଥାନାରେ ଅଭିଯୋଗ ପରେ ପୋଲିସ ତାକୁ ଗିରଫ କରି ଆଜି କୋଟ ଚାଲାଣ କରିଥିବା ପୋଲିସ ସୂତ୍ରରୁ ପ୍ରକାଶ।

ଗୋଲାମୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ଉତ୍କେଲା ରେ ଶାରଦୀୟ ନବରାତ୍ରୀ ପୂଜା

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

ଦାବ୍ରିଗୁଡା ଗ୍ରାମରେ ଅବକାରୀ ବିଭାଗର ଚଢ଼ାଉ,ବିପୁଳ ଗଞ୍ଜେଇ ଜବତ, ଜଣେ ମହିଳା ସମେତ ୩ କୋର୍ଟ ଚାଲାଣ

Sunil Chandra Nayak

Leave a Comment

error: Content is protected !!