ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିମିନାରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର କଲେ ବିଧାୟକ ସରୋଜ ପାଢ଼ୀ

ନିମିନାରେ ସେତୁ ନିର୍ମାଣର ଭିତ୍ତିପ୍ରସ୍ତର କଲେ ବିଧାୟକ ସରୋଜ ପାଢ଼ୀ

ଆସିକା,୯/୬/୨୬ ( ଶିବ ଶଙ୍କର ମିଶ୍ର )ଆସିକା ବିଧାନସ ନସଭା ନିର୍ବାଚନ ମଣ୍ଡଳୀର ନିମିନା ଗ୍ରାମରେ ଏକ ସେତୁ ନିର୍ମାଣ କାର୍ଯ୍ୟର ଶୁଭଦେଲେ ଆସିକା ବିଧାୟକ ସରୋଜ କୁମାର ପାଢ଼ୀ । ଓଡିଶା ସରକାରଙ୍କ ଗ୍ରାମ୍ଯ ଉନ୍ନୟନ ବିଭାଗ ପକ୍ଷରୁ ସେତୁବନ୍ଧ ଯୋଜନା ଆନୁକୂଲ୍ୟରେ ୧ କୋଟି ୮୫ ଟଙ୍କା ବ୍ୟୟ ରେ ଜାତୀୟ ରାଜପଥ ୧୫୭ ଠାରୁ ନିମିନା ଗ୍ରାମ ପର୍ଯ୍ୟନ୍ତ ସେତୁ ନିର୍ମାଣ ହେବ । ଏହି ଭିଭି ପ୍ରସ୍ତର କାର୍ଯ୍ୟକ୍ରମ ରେ ବିଧାୟକଙ୍କ ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ଇ. ନନ୍ଦିନୀ ପାଢ଼ୀ, ପଦ୍ମଲାଭ ପାଢ଼ୀ, ଆତ୍ମା ର ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ଶିବ ନାୟକ,ସଂଗୀତ ପାଢ଼ୀ, ସମ୍ବିତ ପାଢ଼ୀ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି, ସୋନୁ ଜେନା,ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ମନୋଜ ପରିଡା, ଆଶିଷ ପାଢ଼ୀ,ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ,ନିମିନା ଗ୍ରାମର ଶଶାଙ୍କ ଚର୍ଜି, ନରସିଂହ ନାହାକ, ସିମାଞ୍ଚଳ ନାୟକ, ସୁବାସ ନାୟକ, ସରପଞ୍ଚ ଦୈତାରୀ ବେହେରା, ସନ୍ତୋଷ ସ୍ଵାଇଁ, ଚିତ୍ରସେନ ବିଶ୍ବାଳ, ଜିତେନ୍ଦ୍ର ନାୟକ, ପଣ୍ଡିତ କୈଳାସ ଚନ୍ଦ୍ର ମହାପାତ୍ର ଶର୍ମା, କରୁଣାକର ମହାନ୍ତି, ଅନିଲ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଏହି ସେତୁ ହେବା ଦ୍ବାରା ଗ୍ରାମର ଶହ ଶହ ଲୋକ ମାନଙ୍କ ଯାତାୟାତ ପାଇଁ ସୁଗମ ହୋଇପାରିବ । ଏଥି ସହିତ ନିମିନା ପଂଚାୟତ ର ବିକାଶ ପାଇଁ ସମସ୍ତ କାର୍ଯ୍ୟ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିଲେ ।

Related posts

ନବ ଭାରତ ସାକ୍ଷରତା ଅଭିଯାନ ନିମନ୍ତେ ସାକ୍ଷରତା ପକ୍ଷ ଅନୁଷ୍ଠିତ

Sunil Chandra Nayak

ରାଉରକେଲା ବନଖଣ୍ଡ ପକ୍ଷରୁ ବନାଗ୍ନି ସଚେତନତା ଏବଂ ଗଜସାଥି ପ୍ରଶିକ୍ଷଣ କାର୍ଯ୍ୟକ୍ରମ – ୨୦୨୫ ଆୟୋଜିତ

masiha

ଦଶମ ଶ୍ରେଣୀ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା ଟପ୍ପର ସ୍ୱାତୀ ମହାକୁଡ଼ଙ୍କୁ ସମ୍ବର୍ଦ୍ଧିତ କଲେ ବିଜୁ ଛାତ୍ର ଜନତା ଦଳ

Leave a Comment

error: Content is protected !!