ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିର୍ମାଣର କିଛି ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିତକର୍ମା ଠିକାଦାରଙ୍କ ନିମ୍ନମାନର କାମ

ନିର୍ମାଣର କିଛି ଦିନ ମଧ୍ୟରେ ରାସ୍ତା ଫାଟି ଆଁ କରିତକର୍ମା ଠିକାଦାରଙ୍କ ନିମ୍ନମାନର କାମ

ଢେଙ୍କାନାଳ – ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ନୂତନ ରାସ୍ତା କାମ ସରିବାର କିଛି ଦିନ ବିତି ଯାଇଥିବା ବେଳେ ରାସ୍ତା ଫାଟି ଆଁ। ଠିକାଦାର ନିମ୍ନମାନର କାର୍ଯ୍ୟକୁ ନେଇ ସ୍ଥାନୀୟ ବାସିନ୍ଦାମାନଙ୍କ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏପରି ଦେଖିବାକୁ ମିଳିଛି ଗଁଦିଆ ବ୍ଲକର ଷଡ଼ଙ୍ଗୀ ଠାରୁ ନିହଲପ୍ରସାଦର ୨/୯୬୦ ଠାରେ ଯାଇଥିବା ପୂର୍ତ୍ତବିଭାଗ ରାସ୍ତାର ଧନେଇନାଳ ଉପରେ ସୁଉଚ୍ଚ ସେତୁ ଦେଇ ଯାଇଥିବାର ନୂତନ ରାସ୍ତା ଫାଟି ଆଁ ଲୋକଙ୍କ ଯିବାଆସିବା ପାଇଁ ପୂର୍ବ ସରକାର ସମୟରେ ଏହି ରାସ୍ତା ପାଇଁ ଅର୍ଥପ୍ରଦାନ କରାଯାଇ ନୂତନ ସୁଉଚ୍ଚ ସେତୁ ଓ ରାସ୍ତା ନିମନ୍ତେ ଭିଭିପ୍ରସ୍ତର ସ୍ଥାପନ ନିର୍ମାଣ ହୋଇଥିଲା। ହେଲେ ୧୫ ହେବାର ମଧ୍ୟରେ ନୂତନ ରାସ୍ତା ଫାଟି ଆଁ ଯାହା ଫଳରେ ଏହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ଉପରେ ମଧ୍ଯ ବିପଦ ସୃଷ୍ଟି ହୋଇଛି ତେବେ ଏହି ରାସ୍ତା ନିର୍ମାଣ କରୁଥିବା ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ବହୀନତା ଯୋଗୁ କୋଟିକୋଟି ଟଙ୍କା ପାଣିରେ ପଡିବା ସହିତ ଏପରି ନିମ୍ନମାନର କାର୍ଯ୍ୟ ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ତୁରନ୍ତ ସରକାର ଠିକାଦାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହୋଇଛି।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟ ବୃଦ୍ଧଙ୍କୁ ସହାୟତା 

masiha

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

Leave a Comment

error: Content is protected !!