ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍, ଅଭିଯୋଗ ପରେ ତଦନ୍ତ ଆରମ୍ଭ 

ଏମକେସିଜିରେ ପିଜି ପ୍ରଶ୍ନପତ୍ର ଲିକ୍, ଅଭିଯୋଗ ପରେ ତଦନ୍ତ ଆରମ୍ଭ 

ବ୍ରହ୍ମପୁର,୩୦/୦୭ ଏମକେସିଜି ମେଡିକାଲ କଲେଜରେ ଅନୁଷ୍ଠିତ ପିଜି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଗୁରୁତର ଅନିୟମିତତା ଦେଖିବାକୁ ମିଳିଛି। ଏହି ପ୍ରଶ୍ନପତ୍ର ଲିକ ରାକେଟରେ ଜଣେ ଡାକ୍ତରି ଛାତ୍ର ଓ ଅନୁଷ୍ଠାନର ବରିଷ୍ଠ କିରାଣୀ ସଂଶ୍ଳିଷ୍ଟ ଥିବା ନେଇ ଅନୁମାନ କରାଯାଉଛି। ଲକ୍ଷାଧିକ ଟଙ୍କା ବଦଳରେ ବିଦ୍ୟାର୍ଥୀଙ୍କ ବିଭିନ୍ନ ୱାଟସଅପ୍ ଗ୍ରୁପରେ ପ୍ରଶ୍ନ ପତ୍ରର କପି ପଠା ଯାଉଥିବା ଜଣାଯାଇଛି। ସେହିପରି ଭୁବନେଶ୍ୱର ସ୍ଥିତ ଏକ ଘୋରଇ ମେଡିକାଲ କଲେଜ ଓ ହସ୍ପିଟାଲକୁ ଏହି ପ୍ରଶ୍ନପତ୍ର ବିକ୍ରି ହୋଇଥିବା ସୂଚନା ମିଳିଛି। ଘଟଣା ପ୍ରଘଟ ହେବା ପରେ ବିଶ୍ୱବିଦ୍ୟାଳୟରେ ହୋଇଥିବା ଅଭିଯୋଗ ଭିତ୍ତିରେ ତଦନ୍ତ ଆରମ୍ଭ ହୋଇଛି।

Related posts

ମହେଶ୍ବର ନାଥଙ୍କୁ ” ଆଦର୍ଶ ଶିକ୍ଷକ ” ସମ୍ମାନ ପ୍ରଦାନ

Sunil Chandra Nayak

ପ୍ରକାଶ ପାଇଲା ମେଧାଅନ୍ବେଷଣର ଫଳାଫଳ, ପ୍ରଥମ ସ୍ଥାନରେ ୩ ଜଣ

masiha

ଇସ୍ପାତ କଳା ପରିଷଦ ର ୪୭ତମ ବାର୍ଷିକୋତ୍ସବ ଆସନ୍ତା ଫେବୃଆରି ୬ ଓ ୭ ରେ……

masiha

Leave a Comment

error: Content is protected !!