ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାନପାଖଣା ଶୈବ ମନ୍ଦିରରେ ରାଇରଙ୍ଗପୁର ଵ୍ଳକ ସ୍ତରୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ

ସାନପାଖଣା ଶୈବ ମନ୍ଦିରରେ ରାଇରଙ୍ଗପୁର ଵ୍ଳକ ସ୍ତରୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ

ରାଇରଙ୍ଗପୁର – ୧୮/୦୯ ରାଇରଙ୍ଗପୁର ବ୍ଳକ ଅଧିନସ୍ଥ ସାନପାଖଣା ପଞ୍ଚାୟତ ସମ୍ମୁଖ ଶିବ ମନ୍ଦିରରେ ରାଇରଙ୍ଗପୁର ବ୍ଳକ ସ୍ତରୀୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ଆଶୀର୍ବାଦ ଦୀପ ପ୍ରଜ୍ବଳନ ଗୁରୁବାର ଦିନ‌ସଂନ୍ଧ୍ଯାରେ ଅନୁଷ୍ଠିତ ହୋଇଯାଇଛି । ରାଇରଙ୍ଗପୁର ବ୍ଳକ ବିଡ଼ିଓ ଶ୍ରୀମତୀ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ଅଧ୍ଯକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାନପାଖଣା ଶିବ ମନ୍ଦିରରେ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ ଓ ଦୀର୍ଘାୟୁ ଜୀବନ କାମନା କରି ସ୍ଵତନ୍ତ୍ର ପ୍ରାର୍ଥନା କରାଯାଇଥିଲା ।ଏଥିରେ ମୁଖ୍ୟ ଅତିଥି ଭାବେ ମୟୂରଭଂଜ ସାଂସଦ ନବ ଚରଣ ମାଝୀ,ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା,,ସାନପାଖଣା ସରପଞ୍ଚ ସାଓ୍ବନା ମାଝୀ,କନିଷ୍ଠ ଯନ୍ତ୍ରୀ ଇଂ ପ୍ରଶାନ୍ତ ଦାସ,ସିଡିପିଓ,ବିଜେପିର ବହୁ ଦଳୀୟ କର୍ମୀ, ଏବଂ ବହୁ ସଂଖ୍ୟକ ମିଶନ ଶକ୍ତି ମହିଳାମାନେ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର,୫୦୨ ପଞ୍ଜିକରଣ 

masiha

ଭିନ୍ନକ୍ଷମ ଙ୍କ ଆଶ୍ରୟ ସ୍ଥଳୀ ଅପନା ଘରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

Sunil Chandra Nayak

ମନ୍ଥନ ଗତିରେ ଲିପ୍ଟ ଇରିଗେସନ କାର୍ଯ୍ୟ

Leave a Comment

error: Content is protected !!