ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

ଢେଙ୍କାନାଳ  -: ଆଜି କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ପଞ୍ଚାୟତ ର ଶ୍ରିମୁଲା କୁରୂମୁଣା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ାଃ ନୃସିଂହ ଚରଣ ସାହୁ ଶୁଭ ଉଦଘାଟନ କରିଛନ୍ତି ।

ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବେହେରା, ସରପଞ୍ଚ ନର୍ମଦା ସାସମଲ, ସମିତି ସଭ୍ୟା ପୁଷ୍ପ ଲତା ମହାରଣା ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।

ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଉଦିୟମାନ ଯୁବନେତା ମଣ୍ଟୁ ନାଏକ ହେଲେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ବରିଷ୍ଠ ଉପ ସଭାପତି

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜ ପଶ୍ଚିମ ମଣ୍ଡଳ ର ଦଶମ ମହାସଭା

Sunil Chandra Nayak

ମହିଳା ମହାବିଦ୍ୟାଳୟ ରେ ଶିକ୍ଷା (ଏଜୁ କେସନ୍) ବିଭାଗ ର ସେମିନାର

Sunil Chandra Nayak

Leave a Comment

error: Content is protected !!