ଢେଙ୍କାନାଳ -: ଆଜି କାମାକ୍ଷା ନଗର ବ୍ଲକ୍ ଅନ୍ତର୍ଗତ କଣ୍ଟାପାଳ ଗ୍ରାମ ପଞ୍ଚାୟତ ର ଶ୍ରିମୁଲା କୁରୂମୁଣା ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହ କୁ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ାଃ ନୃସିଂହ ଚରଣ ସାହୁ ଶୁଭ ଉଦଘାଟନ କରିଛନ୍ତି ।
ଏହି ଉଦଘାଟନ ଉତ୍ସବରେ ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବେହେରା, ସରପଞ୍ଚ ନର୍ମଦା ସାସମଲ, ସମିତି ସଭ୍ୟା ପୁଷ୍ପ ଲତା ମହାରଣା ସମେତ ବିଦ୍ୟାଳୟ ର ସମସ୍ତ କର୍ମଚାରୀ , ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।
ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍