ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ରୁତଗତି ବାଇକ୍ ଚଳାଇ ଇଲେକ୍ଟ୍ରି ଖମ୍ବରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ

ଦ୍ରୁତଗତି ବାଇକ୍ ଚଳାଇ ଇଲେକ୍ଟ୍ରି ଖମ୍ବରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ

ଥୁଆମୁଲ ରାମପୁର :  ଦ୍ରୁତଗତି ଓ ଅସାବଧାନତା ଯୋଗୁଁ ଇଲେକ୍ଟ୍ରୀ ଖମ୍ବରେ ବାଇକ୍ ରେ ପିଟିହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଥୁଆମୁଲ ରାମପୁର ବ୍ଲକ ଗୁଣପୁର ଗ୍ରାମର ଘେନୁ ଦଣ୍ଡସେନା ଙ୍କ ପୁଅ ଗୋପାଳ ଦଣ୍ଡସେନା ବୟସ ୩୭ , କର୍ଲାପାଟ ଗ୍ରାମକୁ ଯାଇ ଫେରୁଥିବା ସମୟରେ ଏକୁଟିଆ ବାଇକ୍ ଚଳାଇ ସନ୍ଧ୍ୟା ରେ ଫେରୁଥିବା ବେଳେ ସନ୍ଧୀମୁଣ୍ଡା ଗାଁ ଚମ୍ପା ପୋଳିଆ ପାଖ ଲାଇଟ୍ ଖମ୍ବରେ ପିଟି ହୋଇ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ସାଙ୍ଗେ ସାଙ୍ଗେ ଘଟଣା ସ୍ଥଳରେ କର୍ଲାପାଟ ଥାନା ପୋଲିସ ଷ୍ଟାଫ୍ ଆସି ତଦନ୍ତ ଚଳାଇ ଥିବା ସୂଚନା ମିଳିଛି।

ଥୁଆମୂଲ୍ ରାମପୁର ରୁ ରବି ନାରାୟଣ ସିଂହ ମସିହା ନିୟୁଜ୍

Related posts

ଜାତିସଂଘ ଶିକ୍ଷା,ବିଜ୍ଞାନ ଓ ସାଂସ୍କୃତିକ ସଙ୍ଗଠନ(ୟୁନେସ୍କୋ) ଆସୋସିଏସନ୍ ଗୌହାଟୀ ଓଡ଼ିଶା ଶାଖା ପକ୍ଷରୁ ପ୍ରଥମ ବାର୍ଷିକ ଅଧିବେଶନ ତଥା ବର୍ଣ୍ଣାଢ଼୍ୟ ଉତ୍ସବ -୨୦୨୬ ମହାସମାରୋହରେ ଅନୁଷ୍ଠିତ 

Sunil Chandra Nayak

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

Sunil Chandra Nayak

ଧହଁରାମାଳ ନିକଟରେ ଇଲେକ୍ଟ୍ରି ଖୁଣ୍ଟ କୁ ପିଟି ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ

masiha

Leave a Comment

error: Content is protected !!