ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟପାଳଙ୍କୁ ଭେଟିଲେ ସମାଜସେବୀ ଶୁଭଶ୍ରୀ ମହାପାତ୍ର

କଟକ : କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ଜଣାଶୁଣା ସାମାଜିକ କର୍ମୀ,ଲେଖିକା ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ମହାମହିମ ରାଜ୍ୟପାଳ ଗଣେଶି ଲାଲଜିଙ୍କୁ ରାଜଭବନରେ ସାକ୍ଷାତ କରି ପୁଷ୍ପ ଗୁଚ୍ଛ,ଉତ୍ତରୀୟ ଏବଂ ରାଜ୍ୟପାଳଙ୍କ ପ୍ରତିଭା ଏବଂ ଜୀବନ ଆଦର୍ଶ ଉପର ସ୍ବରଚିତ କବିତା ପ୍ରଦାନ କରିଛନ୍ତି l ରାଜ୍ୟପାଳ ମଧ୍ୟ୍ୟ ଶୁଭଶ୍ରୀଙ୍କ ଲେଖାରେ ପ୍ରସନ୍ନ ହୋଇ ସେବା କ୍ଷେତ୍ରରେ ପ୍ରେରଣା ପ୍ରଦାନ ନିମନ୍ତେ ବହୁମୂଲ୍ୟ ପଦ୍ମଶ୍ରୀ ପୁସ୍ତିକା ପ୍ରଦାନ କରିବା ସହ ଆଶ୍ରିବାଦ କରିଛନ୍ତି । ଶ୍ରୀମତୀ ଶୁଭଶ୍ରୀ ମହାପାତ୍ର ସମାଜସେବା କ୍ଷେତ୍ରରେ ଅନେକ ଅସହାୟଙ୍କୁ ସେବା ଯୋଗାଇ ଦେବାସହ ଗ୍ରାମାଞ୍ଚଳରେ ମହିଳା ସଶକ୍ତିକରଣ କାଯ୍ୟ ନିମନ୍ତେ ଉଦମ୍ୟ ଜାରିରଖି ବେଶ ସଫଳ ହେବା ସହ ଉଚ୍ଚ ପ୍ରଶଂସିତ ହୋଇଛନ୍ତି l ମହାମହିମ ରାଜ୍ୟପାଳଙ୍କୁ ଭେଟି ବେଶ ଖୁସି ହେବା ସହ ସାମାଜିକ ସେବା କ୍ଷେତ୍ରକୁ ନିଜର ଆଦର୍ଶ ଭାବରେ ଗ୍ରହଣ କରିଛନ୍ତି l

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ 

masiha

ଟେମରା ପଂଚାୟତରେ କଳାହାଣ୍ଡି ଉତ୍ସଵ ଅନୁଷ୍ଠିତ

Sunil Chandra Nayak

ତହସିଲଦାରଙ୍କ ଉଦ୍ୟମରେ ରାଇରଙ୍ଗପୁରର ଏବଂ ନୂଆଗାଁ ର କିଛି ଜବରଦଖଲକାରୀ ମାନେ ସ଼ତଃସ୍ଫୁର୍ତ୍ତ ଭାବେ ଯାଗା ଛାଡୁଛନ୍ତି 

masiha

Leave a Comment

error: Content is protected !!