ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଣ୍ଡଳ ସ୍ତରୀୟ ମାସିକ କାର୍ଯ୍ୟକାରିଣୀ ବୈଠକ

ମଣ୍ଡଳ ସ୍ତରୀୟ ମାସିକ କାର୍ଯ୍ୟକାରିଣୀ ବୈଠକ 

ନବରଙ୍ଗପୁର:(୮|୧୧)(ରବି ନାରାୟଣ ମହାନ୍ତି)ନବରଂଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଜୁନାପାଣି ଆଖଣ୍ଡଳମଣି ମନ୍ଦିର ପରିସରରେ ବିଜେପି ମଣ୍ଡଳ ସ୍ତରୀୟ ମାସିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ବୋରିଗାଁ ମଣ୍ଡଳ ସଭାପତି ଜଗଦୀଶ ଭତ୍ରl ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଡାବୁଗାଁ ସାଂସଦ ପ୍ରତିନିଧି ରାଜେନ୍ଦ୍ର କୁମାର ବିଶୋୟୀ, ସମ୍ମାନୀତ ଅତିଥି ପାପଡାହାଣ୍ଡି ସାଂସଦ ପ୍ରତିନିଧି ତଥା ବୋରିଗାଁ ମଣ୍ଡଳ ପ୍ରଭାରୀ ସୋମନାଥ ପୂଜାରୀ, ମଣ୍ଡଳ ସଦସ୍ୟ ବୃନ୍ଦ, ସାତ ଗୋଟି ଶକ୍ତି କେନ୍ଦ୍ର ପ୍ରମୁଖ ଙ୍କ ସହ ୬ ଗୋଟି ମଣ୍ଡଳର ମଣ୍ଡଳ ମୋର୍ଚ୍ଚା ସଭାପତିବୃନ୍ଦ ଉପସ୍ଥିତ ରହି ଉକ୍ତ ବୈଠକରେ ସାଙ୍ଗଠନିକ ଓ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା l ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଜନସାଧାରଣଙ୍କୁ ସରକାରଙ୍କ ଯୋଜନା ଉପରେ ଅବଗତ କରାଇ ଯେପରି ତ୍ରିସ୍ତରୀୟ ନିର୍ବାଚନରେ ଶତ ପ୍ରତିଶତ ଜିତିବା ନେଇ ବ୍ୟାପକ ପରାମର୍ଶ ଦିଆଯାଇଥିଲା l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜିଲ୍ଲାର ପ୍ରଥମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସମଗ୍ର ଶିକ୍ଷା ଆନୁକୂଲ୍ୟରେ ମାଗଣା ପୋଷାକ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ

Sunil Chandra Nayak

ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ଏଫ.ଏଲ.ଏନ ଗ୍ରେଡ଼ର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଚଳିତ ଶିକ୍ଷା ବର୍ଷର ଦ୍ଵିତୀୟ ବୈଠକ

masiha

ମହୁମାଛି ଆକ୍ରମଣରେ ୩ ଗୁରୁତର

Leave a Comment

error: Content is protected !!