ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରକାଶ ପାଇଲା କ୍ଷୁଦ୍ରଗଳ୍ପ ପ୍ରତିଯୋଗିତାର ଫଳାଫଳ, ସ୍ଥାନ ପାଇଲେ ସଂହିତା, ପ୍ରିୟମ୍ବଦା ଓ ସଞ୍ଜୁକ୍ତା

ବାଲେଶ୍ବର,୩୦/୫/୨୨– ଓଡ଼ିଶାର ପ୍ରାୟ ପ୍ରତ୍ୟେକ ସାହିତ୍ୟ ଅନୁଷ୍ଠାନର ବାର୍ଷିକ ଉତ୍ସବରେ କବି କବୟିତ୍ରୀ ମାନେ କବିତା ପାଠ କରିଥାନ୍ତି । କିନ୍ତୁ ଗଦ୍ୟ ପାଠ କେଉଁଠି ହେଲେ ହୋଇନଥାଏ । ଏହାଦ୍ବାରା ସାହିତ୍ୟ ଜଗତରୁ ଧୀରେ ଧୀରେ ଗଦ୍ୟ ସାହିତ୍ୟ ଲୋପ ହେଉଥିବାର ଦୃଷ୍ଟିଗୋଚର ହେଉଥିଲା । ଠିକ୍ ଏତିକି ବେଳେ ଗଦ୍ଯ ସାହିତ୍ୟକୁ ସାହିତ୍ୟ ଜଗତରେ ବଞ୍ଚାଇ ରଖିବା ନିମନ୍ତେ କବିକମଳ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ୨୦୧୯ ମସିହାରେ ଗଢି ଉଠିଛି ମୋ ଅନୁଷ୍ଠାନ । ଯାହାର ପ୍ରତିଷ୍ଠାତା ଓ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା । ଗଦ୍ୟ ସାହିତ୍ୟର ବୃଦ୍ଧି ସକାଶେ ମୋ ଅନୁଷ୍ଠାନ ପ୍ରତ୍ୟେକ ମାସ ଗଳ୍ପ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରିଥାଏ । ଏହି ରାଜ୍ୟ ସ୍ତରୀୟ ଅନଲାଇନ୍ ପ୍ରତିଯୋଗିତାରେ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀ ମାନେ ଭାଗ ନେଇଥାନ୍ତି । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସାହିତ୍ୟ ସଂସଦ, ଆଳଦା, ଖଇରା, ବାଲେଶ୍ବର ଦ୍ବାରା ରାଜ୍ୟ ସ୍ତରୀୟ ସାପ୍ତାହିକ, ପାକ୍ଷିକ ଓ ମାସିକ ପ୍ରତିଯୋଗିତା ଅନୁଷ୍ଠିତ ହେଉଅଛି । ସେହି ପରିପ୍ରେକ୍ଷୀରେ ଗତ ତା ୨୫/୫/୨୦୨୨ ରିଖର ପ୍ରସଙ୍ଗ ( କ୍ଷୁଦ୍ରଗଳ୍ପ) ଥିଲା- ” ମଶାଣି ଫୁଲ ” । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା- ଅନ୍ନପୂର୍ଣ୍ଣା ସାହୁ, ଖୋର୍ଦ୍ଧା, ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ଼, ସଂହିତା ଜେନା, ବାସନ୍ଦରା, ଜଗତସିଂହପୁର, ପ୍ରିୟମ୍ବଦା ରାଉତ, ମାଲକାନଗିରି, ସଞ୍ଜୁକ୍ତା ସାହୁ, ଜଗତସିଂହପୁର ଓ ଅକ୍ଷୟ କୁମାର ଆଚାର୍ଯ୍ୟ, ଜଗତସିଂହପୁର ପ୍ରମୁଖ ମୋଟ ୬ ଜଣ ଅଂଶ ଗ୍ରହଣ କରିଥିଲେ । ଯାହାର ଫଳାଫଳ ପ୍ରକାଶ ପାଇଛି, ଅନୁଷ୍ଠାନର ସମୀକ୍ଷିକା ତାନଶ୍ରୀ ପାଣିଗ୍ରାହୀ(କବୟିତ୍ରୀ ଓ ଶିଶୁ ମନ୍ଦିର ଆଚାର୍ଯ୍ୟା) ଏବଂ ସୁନିତା ପରିଡାଙ୍କ ସମୀକ୍ଷାରୁ ସଂହିତା ଜେନା ପ୍ରଥମ, ପ୍ରିୟମ୍ବଦା ରାଉତ ଦ୍ବିତୀୟ ଏବଂ ସଞ୍ଜୁକ୍ତା ସାହୁ ତୃତୀୟ ସ୍ଥାନ ଅଳଙ୍କୃତ କରି ସୁଖରେ । କିନ୍ତୁ ଯେଉଁମାନଙ୍କ ଲେଖା ଅଧିକ ଶବ୍ଦ ବିଶିଷ୍ଟ ଥିଲା ସେମାନଙ୍କୁ ବାଦ୍ ଦିଆଯାଇଛି । ଚଳିତ ବର୍ଷ ଡିସେମ୍ବର ମାସ ହେବାକୁ ଥିବା ବାର୍ଷିକ ଉତ୍ସବରେ ଯୋଗଦେବା ପାଇଁ ସମ୍ପାଦକ କବିକମଳ ନରେନ୍ଦ୍ର ପ୍ରସାଦ ବେହେରା ସମସ୍ତ ପ୍ରତିଯୋଗୀ ମାନଙ୍କୁ ଆମନ୍ତ୍ରଣ କରିଛନ୍ତି ପ୍ରଚାର ପ୍ରସାର ମାଧ୍ୟମରେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଦ୍ୟାବଧି ଶୌଚାଳୟରୁ ବଞ୍ଚିତ ଜୟପାଟଣା ସହର 

Sunil Chandra Nayak

ବାଲେଶ୍ବର – ଉଦଯାପିତ ହେଲା ସଂସ୍କୃତ ସମ୍ଭାଷଣ ଶିବିର

Sunil Chandra Nayak

କ୍ଲିନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିସମାପ୍ତି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort