ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମ୍ପୂର୍ଣ ଶୁଷ୍କ ସାନ୍ଦୁଲ ନଦୀ, ନର୍ଲା ରେ ପାନୀୟ ଜଳ ଯୋଗାଣ ଠପ 

ନର୍ଲା -:  ନର୍ଲା ବ୍ଲକ ରେ ଗାଁ ଗାଁକୁ ପାନୀୟ ଜଳ ଯୋଗାଇ ଥାଏ ସାନ୍ଦୁଲ ନଦୀ l ଏହି ସାନ୍ଦୁଲ ନଦୀ କୂଳରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ 10ରୁ ଉର୍ଦ୍ଧ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କରି ବ୍ଲକ ର ସର୍ଗିଗୁଡା, ନର୍ଲା, ରୁପ୍ରାରୋଡ, ମାଣ୍ଡେଲ, ଭୀମକେଲା ଆଦି ଗ୍ରାମ ପଂଚାୟତ ର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଉ ଥିବା ବେଳେ ଏବେ ସେହି ନଦୀ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜଳ ଶୁନ୍ୟ ହୋଇ ଜଳ ଯୋଗାଣ ରେ ବାଧା ହୋଇଛି l ଜଳ ଯୋଗାଣ ର ଜୀବନ ରେଖା ସାଜିଥିବା ସାନ୍ଦୁଲ ନଦୀ ସମ୍ପୂର୍ଣ ଶୁଷ୍କ ହୋଇ ପଡିବା ଯୋଗୁଁ ନର୍ଲା ରେ ପାନୀୟ ଜଳ ର ଘୋର ଶଙ୍କଟ ଦେଖିବାକୁ ମିଳିଛି lନି

ରଞ୍ଜନ ଗଉଡ଼ ଙ୍କ ରିପୋର୍ଟ

Related posts

ଆତକିର୍ ଲିଙ୍ଗୁଏଷ୍ଟିକ ଆଣ୍ଡ କଲଚୁରାଲ୍ , ସାନ୍ତାଳୀ ଜୋର୍ଣାଲିଷ୍ଟ ଏବଂ ମାଝୀ ପାର୍ଗାନାଙ୍କ ମିଳିତ ଆନୁକୂଲ୍ୟରେ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ କାର୍ଯ୍ୟକ୍ରମ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱେଚ୍ଛାସେବୀ ସହାୟକ ତାଲିମ ଶିବିର ଉଦଘାଟିତ

Sunil Chandra Nayak

ପୂଜାରିଗୁଡା ଉଚ୍ଚ ବିଦ୍ୟାଳୟ ରେ ଜାତୀୟ ‘କୃମି ନାଶକ’ ଦିବସ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!