ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଶାରି ଭିତରେ ପଶି ଯୁବକର ପ୍ରାଣ ନେଲା ଚିତି ସାପ

ମୟୂରଭଞ୍ଜ -୮/୭/୨୨(ମସିହା) –ଆଶାଢମାସ ;ବର୍ଷାପାଣି ଚାରିଆଡ଼େ ପଶିବାରୁ ସାପ ସବୁ ଘର ମୁହାଁ । ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ଧଳପୁର ଖଇରିପାଳ ଗ୍ରାମର ଡାଙ୍ଗରାସାହିର ରାଜୁ ମୁଣ୍ଡା ଇରା(୨୭) ଗୁରୁବାର ଦିନ ରାତିରେ ଖାଇ ପିଇ ଘର ଭିତରେ ସାରି ଟାଙ୍ଗି ଶୋଇଥିଲା । ରାତି ପ୍ରାୟ ୧୦ ଟା ପାଖାପାଖି ସମୟରେ ହଠାତ୍ କାଳ ସର୍ପ ଚିତି କେଉଁ ବାଟେ ମାରି ଭିତରେ ପଶି ରାଜୁକୁ କାମୁଡି ଥିଲା । ତାକୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଆଜି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶିବ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

ବିଦ୍ୟାଧର ସାହୁଙ୍କ ଉପସ୍ଥାପନା.. ଓଡ଼ିଶାରେ ପାଳିତ ଏକ କୃଷିଭିତ୍ତିକ ପର୍ବ ମାଣବସା ଗୁରୁବାର

Sunil Chandra Nayak

କଚରାପାରା ୩ ପଂଚାୟତରେ ଜଳ ସଙ୍କଟ , ନୂତନରେ ନିର୍ମିତ ବସୁଧା ଯୋଜନା ଲୋକଙ୍କ କାମରେ ଆସୁନି

Sunil Chandra Nayak

Leave a Comment

error: Content is protected !!