ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଧର୍ମଗଡ ରେ ଜାତୀୟ ପତାକା ଦିବସ

ଧର୍ମଗଡ଼:୨୨/୭/୨୨  ସ୍ଥାନୀୟ ଚାରିଛକ ନିକଟସ୍ଥ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ନିକଟରେ ଧର୍ମଗଡ ବ୍ଲକ ସେଡୁଲକାଷ୍ଟ ଫେଡରେସନ ପକ୍ଷରୁ ଜାତୀୟ ପତାକା ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ବିରଞ୍ଚି ନାରାୟଣ ,ସାଧାରଣ ସମ୍ପାଦକ ପ୍ରଭାକର ଜାଲ, ନଗର ସଭାପତି ଭାରତ ବନ୍ଧୁ ସୁନାନୀ, ଜିଲ୍ଲା ଛାତ୍ର ସଙ୍ଗଠକ ଢଗ ମାଳିଆ ନାଏକ, ଓକିଲ ସଂଘ ର ଉପ ସଭାପତି ଜୟଦ୍ରଥ ମହାନନ୍ଦ, ଉପଦେଷ୍ଟା ଟଙ୍କଧର ତାଣ୍ଡି, ସଦସ୍ୟ ଅଙ୍କିତ ସେଠି,ମୁକେଶ କୁମାର ନାଏକ, ହରିଶଙ୍କର ନାଏକ ଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

କନକ ପ୍ରେସ ନାମରେ ସରପଞ୍ଚ ଙ୍କୁ କୋଡ଼ିଏ ହଜାର ଟଙ୍କା ଚାନ୍ଦା ମାଗିବା ଅଭିଯୋଗ

Sunil Chandra Nayak

ବିଜୁ ଜନତା ଦଳ ପକ୍ଷରୁ  ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ରକ୍ତଦାନ ଶିବିର ଅନୁଷ୍ଠିତ, ୨୬ ୟୁନିଟ ରକ୍ତ ସଂଗ୍ରହ

Sunil Chandra Nayak

ଭାଜପା ର ବିଜୟ ଉତ୍ସବ ପାଳନ 

Sunil Chandra Nayak

Leave a Comment

error: Content is protected !!