ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପରୀକ୍ଷା ଫଳ ପ୍ରକାଶିତ

ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ଯୁକ୍ତ ତିନି ପରୀକ୍ଷା ଫଳ ଘୋଷଣା।ପରୀକ୍ଷା ନିୟନ୍ତ୍ରକ ଚନ୍ଦ୍ରଶେଖର ଚନ୍ଦ୍ରକାର ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଚକିତ ବର୍ଷ କଳା ରେ ୮୩.୫ ଶତକଡା, ବିଜ୍ଞାନରେ ୮୭.୬ ଶତକଡା ଓ ବାଣିଜ୍ୟରେ ୬୪.୭ ପାସ କରିଛନ୍ତି।ମୋଟ ପାସ ହାର ୮୨.୮ ଶତକଡା।ମୋଟ ୪୪୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ୩୬୭ ଜଣ ପାସ କରିଛନ୍ତି।ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ତରଫରୁ ଏହା ଶେଷ ପରୀକ୍ଷା ଫଳ ଓ ଆସନ୍ତା ବର୍ଷ ଠାରୁ କଳାହାଣ୍ଡି ବିଶ୍ୱ ବିଦ୍ୟାଳୟ ତରଫରୁ ପରୀକ୍ଷା ପରିଚାଳନା ହେବ ବୋଲି ସୂଚନା ଦିଆଯାଇଛି । ଆଜିର ପରୀକ୍ଷା ଫଳ ପ୍ରକାଶନ ସମୟ ରେ ପ୍ରିନ୍ସିପାଳ ଗଙ୍ଗାଧର ପାଣିଗ୍ରାହୀ, ପରୀକ୍ଷା ନିୟନ୍ତ୍ରକ ଚନ୍ଦ୍ରଶେଖର ଚନ୍ଦ୍ରକାର, ସହ ପରୀକ୍ଷା ନିୟନ୍ତ୍ରକ ପ୍ରାଧ୍ୟାପକ ଡ. ପଦ୍ମଲୋଚନ ବର୍ମା ଅତିରିକ୍ତ ପରୀକ୍ଷା ନିୟନ୍ତ୍ରକ ଅଧ୍ୟାପକ ଡ଼ . ବିଷ୍ଣୁ ଦେବ ସିଂହ ମଲ୍ଲିକ, ପ୍ରାଧ୍ୟାପିକା ରିତା ଦାସ, ପ୍ରାଧ୍ୟାପକ ହରେକୃଷ୍ଣ ମିଶ୍ର, ପ୍ରାଧ୍ୟାପକ ଡ. କୁମାର ପ୍ରଧାନ, ପ୍ରାଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପକ ପ୍ରଶାନ୍ତ କୁମାର ପଣ୍ଡା , ଅଧ୍ୟାପକ ସୁନିଲ କୁମାର ପାଢୀ, ଅଵସର ପ୍ରାପ୍ତ ଅଧକ୍ଷ ମେଜର ଡ଼ ରାମଚନ୍ଦ୍ର ମିଶ୍ର, ଡାଟା ଏଣ୍ଟ୍ରି ଅପରେଟର ସୂର୍ଯ୍ୟକାନ୍ତ ଠାକୁର , ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର ମୋହିତ ଅଦା , ରାଜ କିଶୋର ତମ୍ବା ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ ।ନୂଆପଡା ରୁ2ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ଚଳିତ ବର୍ଷର ଶେଷ ଫଟୋ ପ୍ରତିଯୋଗିତା ଫଳାଫଳ

Sunil Chandra Nayak

ଯାଦବ ମାଝୀ ଉଚ୍ଚ ବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ମଟରସାଇକଲ ଦୁର୍ଘଟଣାରେ ଜଣେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!