ନୂଆପଡା ଜ଼ିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଆଜି ନୂଆପଡା ଜ଼ିଲ୍ଲାର ପେପର ହକ୍କର ମାନଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ନୂଆପଡା ବିଧାୟକ ରେଜେନ୍ଦ୍ର ଢୋଲକିଆ, ତାଙ୍କ ଦ୍ୱାରା ପରିଚାଳିତ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ଆଜି ଜ଼ିଲ୍ଲାର 42ଜଣ ହକ୍କର ଙ୍କୁ ସାଇକେଲ ବଣ୍ଟନ କରିଛନ୍ତି ଏହି ସାଇକେଲ ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶକ୍ତି ମନ୍ତ୍ରୀ ଦିବ୍ୟାଶଙ୍କର ମିଶ୍ର ଯୋଗଦାନ କରିଥିବା ବେଳେ ନୂଆପଡା ଜ଼ିଲ୍ଲାପାଳ, ସ୍ଵଧାଦେବ ସିଂ, ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜ଼ିଲ୍ଲାପରିଷଦ ଅଧକ୍ଷା ନମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ
previous post