ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମୂର୍ଚ୍ଛନା ସାହିତ୍ୟ ସଂସଦର କବିତା ପାଠୋତ୍ସବ

ଜୁନାଗଡ଼,୨୩/୮(ମ ନି ସ) ମୂର୍ଚ୍ଛନା ସାହିତ୍ୟ ସଂସଦ ତରଫରୁ ସ୍ଥାନୀୟ ଚମେଲି ଦେବୀ ମହିଳା ମହାବିଦ୍ୟାଳୟ ଠାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେ ଅତିଥି ଭାବେ କବି.କୈଳାସ ରାଉତ, ସମାଜସେବୀ ଉଦ୍ଧବ ସାହୁ,ସୀମାନ୍ତରେ ନାଗ ,ଅଜୟ ଦାସ ଓ କବି ସୁଧୀର ମେହେର ପ୍ରମୁଖ ଉପସ୍ଥିତ ରହିଥିଲେ। ମଞ୍ଚ ପରିଚାଳନା କରଥିଲେ ପ୍ରେମଲାଲ ବାଗ,କବିତା ସଂଯୋଜନା ଭାଗିରଥୀ ସାଗର କରିଥିବାବେଳେ ପଲ୍ଲବୀ ଦାସ ଓ ନବୀନ ସାହୁ, ଚାଇଁୟା ମୂରୁଖ,ମାନିନୀ ମେହେର ,ନିରଞ୍ଜନ ସାହାଣି,ଦିନେଶ ମେହେର ,ଚିନ୍ମୟ ପଣ୍ଡା ଓ ୩୫ ଜଣ କବି ସ୍ଵରଚିତ କବିତା ପାଠ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ନବ ନିଯୁକ୍ତ ବାମନଘାଟୀ ଉପଖଣ୍ଡ ପୋଲିସ ପ୍ରଶାସକଙ୍କୁ ଵାମନଘାଟୀ ପ୍ରେସ କ୍ଲବର‌ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ଜୁନାଗଡ଼ ବ୍ଲକ ର ପୁରା ୪ ଟି ଯୋନ ରେ ବିଜେଡ଼ି ବାଜିମାତ

Sunil Chandra Nayak

Leave a Comment

error: Content is protected !!