ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଜୀବିକା ମିଶନ ପକ୍ଷରୁ ଗୋଷ୍ଠି ମହିଳା ଙ୍କୁ ଋଣ ପ୍ରଦାନ

କୋକସରା,୨୪/୮-( ମ ନି ସ ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଜୀବିକା ମିଶନ ପକ୍ଷରୁ ବୁଧବାର କୋକସରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ କୋକସରା, ଚିଲିଗୁଡା ଓ ଗଡରାମାଲ ଗ୍ରାମରେ କାର୍ଯ୍ୟରତ ୨୧ ମହିଳାସ୍ୱୟଂ ସହାୟକ ଗୋଷ୍ଠି ଙ୍କୁ ସି.ଆଇ.ଏଫ ଅନୁଦାନରୁ ୧୦ ଲକ୍ଷ ୫୦ ହଜାର ଟଙ୍କା ଋଣ ପ୍ରଦାନ କରାଯାଇଛି। ଏହି ଋଣ ପ୍ରଦାନ ଅବସରରେ କୋକସରା ବ୍ଲକ ବିପିଏମ ସୁରେଶ କୁମାର ରାଉତ, କୋକସରା ପଂଚାୟତ ଓଏଲଏମ ସଭାପତି, ସମ୍ପାଦକ, ଏମବିକେ, ସିଆରପି, ବ୍ୟାଙ୍କମିତ୍ର ଉପସ୍ଥିତ ରହି ୨୧ ମହିଳା ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ ଓଡିଶା ଜୀବିକା ମିଶନ ପକ୍ଷରୁ ଋଣ ପ୍ରଦାନ କରାଯାଇଛି।

Related posts

କୋକସରା ଜବାହର ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ ସ୍କୁଲ ରୂପାନ୍ତରିତ ଟାସ୍କଫୋର୍ସ ଉପରେ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବୈଷ୍ଣବ ନ।ଏକ ହେଲେ ଚିଲିଗୁଡା ଫାଣ୍ଡି ଅଧିକାରୀ

Sunil Chandra Nayak

ସଦରବ୍ଲକ ସିକୁଆଁ ଗ୍ରାମ ପଂଚାୟତ ରେ ଜଳ ସଙ୍କଟ ଭୟା ଭୟ, ସୋଲାର ଅଚଳ

Leave a Comment

error: Content is protected !!