ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସୁଦୃଢ଼ ହେଉଛି ମହିଳା ମହସଂଘ

ଆନନ୍ଦପୁର -:  ଆଜି କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ୍ ଅନ୍ତର୍ଗତ ଦେଓଙ୍ଗା ଠାରେ ଓଡିଶା ସବୁଜ ପତ୍ରିକା ମହିଳା ମାହସଂଘ ତରଫରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା, ଏଠାରେ ଗ୍ରୀନ୍ କାର୍ଡ ଧାରୀ ମହିଳା ମାନଙ୍କୁ ସରକାର ଦେଉଥିବା ପ୍ରତିଶ୍ମୃତି ଗୁଡ଼ିକ ସରକାର ପୁରଣ କରିନଥିବାରୁ ପ୍ରତ୍ୟେକ ଗ୍ରାମର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏହି ବୈଠକରେ ସବିଶେଷ ଆଲୋଚନା କରଯାଇଥିଲା, ପୂର୍ବରୁ ସରକାରଙ୍କୁ ଦେଇଥିବା ସମୟ ଭିତରେ ଯଦି ସେମାନଙ୍କ ଦାବି ଗୁଡିକ ପୁରଣ ନ କରନ୍ତି ତେବେ ଆଗାମୀ ଦିନରେ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ସଭାରେ କେନ୍ଦୁଝର ଜିଲ୍ଳାର ସମ୍ପାଦକ ପୁଷ୍ପଲତା ମହାନ୍ତ, ଘଷିପୁରା ବ୍ଲକ୍ ସଭାପତି ଧରିତ୍ରୀ ପାତ୍ର, ସମ୍ପାଦକ ବିଷ୍ଣୁପ୍ରିୟା ନାୟକ, ଆନନ୍ଦପୁର ବ୍ଲକ୍ ସଭାପତି ରେବତୀ ମହାନ୍ତ, ସମ୍ପାଦକ ବାସନ୍ତି ବଳ, ହାଟଡିହି ବ୍ଲକର ସଭାପତି ଭାନୁମତୀ ବାରିକ୍, ସମ୍ପାଦକ ବିଜୟଲକ୍ଷ୍ମୀ ଜେନାଙ୍କ ସମେତ ସମସ୍ତ ଗାଁ ର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ। ଶେଷରେ ସମସ୍ତଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ 

Related posts

ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ଯଜ୍ଞ ପ୍ରସ୍ତୁତି ବୈଠକ

Sunil Chandra Nayak

ଜନ ବସତି ମୁହାଁ ଚାଷଜମି ରେ ଲାଗିଥିବା ନିଆଁ, ଅଗ୍ନିଶମ କର୍ମଚାରୀ ଙ୍କ ନିଆଁ ଳିଭାଇବାକୁ ଉଦ୍ୟମ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର କାର୍ଯ୍ୟକାରିଣୀ ବୈଠକ ଏବଂ ଢେଙ୍କା ପୀଢ଼ ରେ ପୂଜା ଅର୍ଚ୍ଚନା

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort