ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ଯଜ୍ଞ ପ୍ରସ୍ତୁତି ବୈଠକ

 ନର୍ଲା (ମ.ନି.ସ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରାରୋଡ ଠାରେ ହନୁମାନ ବିଗ୍ରହ ପ୍ରତିଷ୍ଠା ଓ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଏକ ପ୍ରସ୍ତୁତି ବୈଠକ ଆଦିକନ୍ଦ ସାହୁଙ୍କ ଅଧ୍ୟକ୍ଷତାରେ ହନୁମାନ ବିଗ୍ରହ ନିକଟସ୍ଥ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମେ ତିନି ତାରିଖରୁ ଛଅ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଉତ୍ସବରେ ଅଧିବାସ, ପ୍ରାଣପ୍ରତିଷ୍ଠା ସହିତ ଷୋହଳ ପ୍ରହର ନାମ ଯଜ୍ଞ ହେବାର ନିଷ୍ପତ୍ତି ନିଆଗଲା। ପୁଣି ଏଥିରେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା। ଏହି କମିଟିର ସଭାପତି ରୂପେ ମାଧବ ନାଗ ଚୟନ ହୋଇଥିବା ବେଳେ ଉପସଭାପତି ଭାବେ ଜଗଦିଶ ଗଡ଼ତିଆ ସମ୍ପାଦକ ଭାବେ ଭୁବନେଶ୍ବର ସାହୁ ଓ କୋଷାଧ୍ୟକ୍ଷ ରୂପେ ଯୋଗି ସାହୁ ଚୟନ ହୋଇଛନ୍ତି। ସୁବାସ ଅଗ୍ରୱାଲ, ରତନ ଅଗ୍ରୱାଲ, ଶ୍ୟାମସୁନ୍ଦର ଶର୍ମା, ରାଜେଶ ଦତ୍ତା, ଧୀରେନ୍ଦ୍ର ଖେତାନ, କୈଳାସ ଅଗ୍ରୱାଲ, ପ୍ରଫୁଲ୍ଲ ମହାନ୍ତି, ପୁଷ୍ପକ ମହାନ୍ତି, ଭରତ ମହାନ୍ତି ତଥା ରୁପ୍ରାରୋଡ ପଞ୍ଚାୟତର ଅନେକ ଗ୍ରାମରୁ ଭଦ୍ର ବ୍ୟକ୍ତି ମାନେ ଉପସ୍ଥିତ ରହି ରୂପରେଖ ବିଷୟରେ ଆଲୋଚନା କରିଥିଲେ। ଶେଷରେ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପ୍ରାଚୀର ପତ୍ରିକା ଶ୍ରାବଣୀ ର ତ୍ରୟବିଂଶତମ ସ୍ଵନକ୍ଷତ୍ର ଉତ୍ସବ , ରାମକୃଷ୍ଣ ହାଇସ୍କୁଲ ରେ ଗଙ୍ଗାଧର ମେହେର ଜୟନ୍ତୀ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ଅଧ୍ଯକ୍ଷ ଆସନ ପାଇଁ କଂଗ୍ରେସ ଓ ବିଜେଡିଙ୍କ ମଧ୍ୟରେ ଛକାପଞ୍ଜା

Sunil Chandra Nayak

ପଣ୍ଡିତ ଦିନଦୟାଳ ଉପାଧ୍ୟୟଙ୍କ ଜନ୍ମ ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort