ଗୋଳାମୁଣ୍ଡା/ମସିହା/ତା୧୨/୧/ଅଦିନିଆ ବର୍ଷା ଯୋଗୁଁ ଅନେକ ସ୍ଥାନରେ ନାହିଁ ନ ଥିଲା ସମସ୍ୟା ଦେଖିବାକୁ ମିଳିଥିଲା ବେଳେ ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ପଞ୍ଚାୟତ ର ସାରସଗୁଡା ହରଜନ ସାହିରେ ଆଜିର ପ୍ରବଳ ବର୍ଷା ଯୋଗୁଁ ପଡ଼ାବାସୀ ଯିବା ଆସିବା ରାସ୍ତାରେ ପାଣି ଜମାହେବାରୁ ବିଶେଷ ଭାବେ ଅସୁବିଧା ଦେଖିବାକୁ ମିଳିଥିଲା, ଉକ୍ତ ପାଣି ବନ୍ଦୀ ପାଇଁ ଚିଚିଆ ପଞ୍ଚାୟତରେ ଅନେକେ ଥର ଜଣାଇ ଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ ନକରିବାରୁ ପଡ଼ାବାସୀ ବର୍ଷା ମାସରେ ଅସୁବିଧାର ସଂମୁଖୀନଦେଖିବାକୁ ମିଳୁଛି, ତେଣୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ପଡ଼ାବାସୀଅନାଥ ବିହାରୀ, କାମେଶ୍ୱରଦୀପ, ସୁଦର୍ଶନ ବିହାରୀ, ହୃଷିକେଶ ମଙ୍ଗରାଜ,ଗଗନେ ସୁନାନୀ, କୁଞ୍ଜ ନାଇକ ପ୍ରମୁଖ ଅନୁରୋଧ କରିଛନ୍ତି,
ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ ମସିହା ନିଉଜ,