ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଣ୍ଡିତ ଦିନଦୟାଳ ଉପାଧ୍ୟୟଙ୍କ ଜନ୍ମ ଦିବସ ପାଳିତ 

ବ୍ୟୁରୋ ନିଉଜ -:  ଗୋଲାମୁଣ୍ଡା ବ୍ଲକ ର 9ଟି ଶକ୍ତି କେନ୍ଦ୍ର ଠାରେ ପଣ୍ଡିତ ଦିନଦୟାଳ ଉପାଧ୍ୟାୟଙ୍କ ଜନ୍ମ ଦିବସ ପାଳିତ ହୋଇ ଯାଇଛି l ଖାଲିଆକାନୀ ଶକ୍ତି କେନ୍ଦ୍ରରେ ବିଜେପି ବ୍ଲକ ମଣ୍ଡଳ ସଭାପତି ପ୍ରଦୀପ କୁମାର ପଣ୍ଡା ପ୍ରଦୀପ ପ୍ରଜ୍ୱଳନ କରି ପଣ୍ଡିତ ଉପାଧ୍ୟାୟଙ୍କ ଜୀବନୀ ଓ କୃତିତ୍ୱ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇଥିଲେ l ଶକ୍ତି କେନ୍ଦ୍ର ପ୍ରମୁଖ ନକୁଳ ରାଉତ, ସହ ପ୍ରମୁଖ ସୁମେଶ୍ୱର ନାଏକ, ପ୍ରଭାରୀ ଦିଗାମ୍ବର ଦାସ,ସାଧାରଣ ସମ୍ପାଦକ ବୈଶାଖୁ କେତକୀ, ତଥା ଅନ୍ୟାନ୍ୟ ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ lସେହିପରି ଖଲିଆପାଲି ରେ ପ୍ରଭାରୀ ଦୁଃଶାସନ ବାଗ, ଶକ୍ତି କେନ୍ଦ୍ର ପ୍ରମୁଖ ସରୋଜ ମୁଣ୍ଡ,ସହ ପ୍ରମୁଖ ଦୁର୍ବଳ ନାଏକ ତଥା ଅନ୍ୟାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l

Related posts

ଦଣ୍ଡପାଟ ଯୁବ ସେବା ସଂଗଠନ ଓ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ୍ ଅର୍ଗାନାଇଜେସନର ମିଳିତ ଆନୁକୂଲ୍ୟରେ ଆମ୍ବୁଲାନ୍ସ ସେବା ଲୋକାର୍ପିତ

ଭିଜିଲାନ୍ସ ରେଡ ୨୮ ହଜାର ଜବତ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ଗିରଫ

Sunil Chandra Nayak

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃପିତୃ ସମ୍ମିଳନୀ

Sunil Chandra Nayak

Leave a Comment

error: Content is protected !!