ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆମପାଣି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

କୋକସରା,୦୨/୧୦- ( ମ ନି ସ) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ କୋକସରା ବ୍ଲକ ଆମପାଣି ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ଆମପାଣି ସରପଞ୍ଚ ରୁକ୍ମଣୀ ବାଣୁଆଙ୍କ ସଭାପତିତ୍ୱରେ ସମିତି ସଭ୍ୟା ନର୍ତ୍ତକୀ ଦଣ୍ଡସେନା, ନାଏବ ସରପଞ୍ଚ ଭବାନୀ ଶଙ୍କର ପୁରୋହିତ, ସରପଞ୍ଚ ପ୍ରତିନିଧି ମନୋରଞ୍ଜନ ବାଣୁଆ, ମହିଳା ସମାଜସେବୀ ତିଲୋତ୍ତମା ନାଏକ ସମେତ ୱାର୍ଡ ସଭ୍ୟ ସଭ୍ୟା, ପଞ୍ଚାୟତ ପିଇଓ, ଜି ଆର ଏସ , ଯୋଗାଣ ସହାୟକ ଉପସ୍ଥିତ ରହି ଗ୍ରାମସଭା ପୂର୍ବରୁ ଗାନ୍ଧି ଜୀ ଙ୍କ ଫୋଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଏହି ଗ୍ରାମସଭାରେ ଆମପାଣି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଜବ କାର୍ଡ ହିତାଧିକାରି ଉପସ୍ଥିତ ରହିଥିଲେ ।

Related posts

ନୂଆପଡ଼ା ଜିଲ୍ଲା ସଦର ଟାନୱାଟ ଠାରେ ଯାଞ୍ଚ ବେଳେ ଅବକାରୀ ବିଭାଗ କୁ ବଡ଼ ସଫଳତା, ୩୦୦ କୁଇଣ୍ଟାଲ ମହୁଲ ସହ ଟ୍ରକ ଜବତ, ଡ୍ରାଇଭର ଗିରଫ, କୋର୍ଟ ଚଳାନ

Sunil Chandra Nayak

ଅମିନ ସଂଘ ଜିଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ନିର୍ମାଣ ସରି ଦୁଇବର୍ଷ ବିତିଲା , କମର୍ଦ୍ଧାରେ କାର୍ଯ୍ୟକ୍ଷମ ହେଇନି ବସୁଧା ପାନୀୟ ଜଳ ପ୍ରକଳ୍ପ

Sunil Chandra Nayak

Leave a Comment

error: Content is protected !!