ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତେରେସିଂହା ଗଜଲକ୍ଷ୍ମୀ ପୂଜା ସମ୍ପନ୍ନ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ମା’ ଗଜଲକ୍ଷ୍ମୀ ପୂଜା ବୁଧବାର ସମ୍ପନ୍ନ ହୋଇ ଯାଇଛି l ଏଥିରେ ପୂଜା କମିଟିର ବୁଲୁ ରଣା ଓ ତାଙ୍କ ଧର୍ମପତ୍ନୀ କର୍ତ୍ତା ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ଡୋଳାମଣି ପାଣ୍ଡିଆ ପୂଜାକାର୍ଯ୍ୟ ସମ୍ପାଦନା କରିଥିଲେ l କମିଟିର ସଭାପତି ଯୁଗଳ କିଶୋର ନାଏକ, ଉପ ସଭାପତି ରଶ୍ମି ରଞ୍ଜନ ରଣା, ସଂପାଦକ କ୍ଷେତ୍ରମଣି ରଣା, ସହସଂପାଦକ ବସନ୍ତ କୁମାର ସାହୁ, ଚତୃଭୁଜ ରଣା, ସୁନିଲ ରଣା, ଅରୁଣ ରଣା, ବିଶ୍ବମ୍ବର ଭୋଇ, ଅଜୟ ରଣା, ଚୂଡ଼ାମଣି ରଣା, ଡମ୍ବରୁଧର ରଣା, ତପନ ମାଝୀ, ସମ୍ପଦ ରଣା, ମନୋଜ ରଣା, ଦିଲିପ ଗହିର, ବୈଦ୍ୟରାଜ ରଣା, ଗୌରଚନ୍ଦ୍ର ନାଏକ, ମହେଶ୍ୱର ଗହିର, ନୃପରାଜ ରଣା, ସୁଶାନ୍ତ ରଣାଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ l ପୂଜା ଉପଲକ୍ଷେ ତିନି ଦିନ ବ୍ୟାପି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା। କର୍ଲାମୁଣ୍ଡା ରୁ ଶୁଶାନ୍ତ ରଣା ଙ୍କ ରିପୋର୍ଟ 

Related posts

ସମରକଟା ଠାରେ ନୂଆଁଖାଇ ଭେଟଘାଟ

Sunil Chandra Nayak

ଶ୍ରୀମତୀ ମିନତି ମିଶ୍ର ଙ୍କ କବିତା ବଞ୍ଚିବାକୁ ହେବ

Sunil Chandra Nayak

ଧର୍ମଗଡ଼ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା

Sunil Chandra Nayak

Leave a Comment

error: Content is protected !!