ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୨୬/୧୦ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୁମା ଜୟନ୍ତୀନଗର ସ୍ଥିତ ଶ୍ରୀ ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏହିରେ ମନ୍ଦିର ପରିଚାଳନା କମିଟି ସଭାପତି ବଲ୍ଲଭ ନାରାୟଣ ପାଣ୍ଡଙ୍କ ସଭାପତିତ୍ଵରେ ଚଳିତ ବର୍ଷ କିପରି ଶାନ୍ତି ଶୃଙ୍ଖଳାର ସହ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ ସେ ନେଇ ଆଲୋଚନା ହୋଇଥିଲା | ଏହି ବୈଠକରେ ସମ୍ପାଦକ ସିମାଞ୍ଚଳ ଦାସ, ସ୍ଥାନୀୟ ସରପଞ୍ଚ ରାମ କୁମାର ଗଣ୍ଡ, ଗଗନ ବିହାରୀ ମହାନ୍ତି, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ସୁଶାନ୍ତ କୁମାର ପଣ୍ଡା, ଦୀପକ ସ୍ଵାଇଁ, ମୁରଲୀଧର ଡାକୁଆ, ଶରତ ନାୟକ, ଗଣେଶ ଖୁଣ୍ଟିଆ, ମନମଥ ପଣ୍ଡା, ସୋମନାଥ ଜେନା, ନିରଞ୍ଜନ ରଥ ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଖଲିଆପାଲିରେ ଶ୍ରୀରଘୁନାଥ ମହାପ୍ରଭୁଙ୍କ ଜନ୍ମ ମହୋତ୍ସବ

Sunil Chandra Nayak

ରୁପ୍ରାରୋଡ ଭମରପଡାରେ ବୋଲେରୋ -ଟ୍ରାକ୍ଟର ମୁହାମୁହିଁ ଧକ୍କା

ଜିଲ୍ଲା ଜଜଙ୍କ ଚନ୍ଦାହାଣ୍ଡି କୋର୍ଟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!