ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉଲକେଲା ସହରରୁ ହକି ବିଶ୍ଵ କପ୍ ପାଇଁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଉଦେଶ୍ୟରେ ଵାହାରିଥିଵା ସାଇକେଲ ଯାତ୍ରୀ ଙ୍କୁ ସ୍ଵାଗତ ଜଣାଇଲେ ନଗରପାଳ ଧର୍ମାନନ୍ଦ

କାମାକ୍ଷାନଗର ( ମ ନି ସ) ୦୯/୦୧_ସୁଦୁର ରାଉଲକେଲା ସହରରୁ ଭୁବନେଶ୍ୱର ଅଭିମୁଖେ ବିଶ୍ଵ କପ୍ ହକି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଉଦେଶ୍ୟରେ ଏକ ସାଇକେଲ ଯାତ୍ରା ବାହାରି ଆଜି ସକାଳ ୮ ଘଟିକା ସମୟରେ କାମାକ୍ଷାନଗର ସହର ଠାରେ ପହଞ୍ଚିଵା ପରେ ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟ ସାଇକେଲ ଆରୋହୀ ମାନଙ୍କୁ ସ୍ଵାଗତ ଜଣାଇ ସାଇକେଲରେ ନଗର ପରିକ୍ରମା କରିଵା ସହିତ ସହରବାସୀଙ୍କ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି।

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ପ୍ରତିବାଦରେ ପ୍ରତୀକ ଆନ୍ଦୋଳନ ସ୍ଵରୂପ କଳା ବ୍ୟାଜ୍ ପରିଧାନ ଆଜି ସପ୍ତମ ଦିନରେ

ଖୁର୍ଷେଲ ରେ ନୂତନ ହାଇସ୍କୁଲ ପ୍ରତିଷ୍ଠା ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ସ୍ଥାୟୀ ଗ୍ରାମ୍ୟ ଜୀବିକା ସହ ମୁଖ୍ୟ ଯୋଜନାରେ ମିଶ୍ରଣ ସୁନିଶ୍ଚିତ ଉପରେ ତାଲିମ୍ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!