ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ଜିଲ୍ଲା କୁ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ

ବଲାଙ୍ଗିର ୧୮/୦୧ ବିଗତ ଦୁଇ ବର୍ଷ ମଧ୍ୟରେ ବଲାଙ୍ଗିର ଜିଲାରେ ତୃତୀୟ ଲିଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ତଥା ବିଭିନ୍ନ ସରକାରୀ ଯୋଜନା ଗୁଡିକରେ ସଫଳ ଅନ୍ତର୍ଭୂକ୍ତିକରଣ ନିମନ୍ତେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ବଲାଙ୍ଗିର ଜିଲ୍ଲା “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ” ନିମନ୍ତେ ମୋନୋନିତ ହୋଇ ସମଗ୍ର ଦେଶ ର ବିଭିନ୍ନ ଜିଲ୍ଲା ରୁ ଆସିଥିବା ମନୋନୟନ ମଧ୍ୟରୁ ଶ୍ରେଷ୍ଠ ବିବେଚିତ ହୋଇ “ଦି ଇଣ୍ଡିଆନ ଏକ୍ସପ୍ରେସ ଏକ୍ସସେଲେନ୍ସେ ଇନ ଗଭର୍ନେନ୍ସ ଆୱାର୍ଡ” ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା । ଆଜି ନୂଆଦିଲ୍ଲୀ ସ୍ଥିତ ଓବେରାଇ ହୋଟେଲ ଠାରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ଉତ୍ସବରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଏହି ଆୱାର୍ଡ ଗ୍ରହଣ କରିଛନ୍ତି । ଯୋଜନା ଗୁଡିକର ସଫଳ ରୂପାୟନ କ୍ଷେତ୍ରରେ ଜିଲ୍ଲା କୁ ସର୍ବଭାରତୀୟ ସ୍ତରରେ ମିଳିଥିବା ଏହି ଆୱାର୍ଡ ଜିଲ୍ଲା କୁ ଗୌରବାନ୍ଵିତ କରିଛି ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଶ୍ରୀ ଶ୍ରୀ ହନୁମାନ ଜନ୍ମମହୋତ୍ସବ ୨୦୨୫ 

masiha

ଆମ ହସ୍ପିଟାଲର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

masiha

ଇଏସ୍ଆଇସିର ପାତର ଅନ୍ତର ନୀତି ବିରୋଧରେ ଇଏସ୍ଆଇ ବୀମାଭୁକ୍ତ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ

Sunil Chandra Nayak

Leave a Comment

error: Content is protected !!