ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ଜୟନ୍ତୀ ପାଳିତ

ଜୁନାଗଡ଼,୨୩/୧(ନି.ପ୍ର) ଜୁନାଗଡ଼ ସହରସ୍ଥିତ ଜୁନାଗଡ଼ ଇଂଲିଶ ସ୍କୁଲ ଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ ହୋଇଥିଲା । ସ୍କୁଲ ଅଧ୍ୟକ୍ଷ କେ. ଆନ୍ଥନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ।ମୁଖ୍ୟ ଅତିଥି ଭାବେ ସ୍କୁଲର ନିର୍ଦେଶକ ମାଇକେଲ ଜନ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ସହ ଅଧ୍ୟକ୍ଷ ସୁଧାଂଶୁ ଶେଖର ପାତ୍ର ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁତି ଭୂଷଣ ଦଣ୍ଡସେନା, ଲକ୍ଷ୍ମୀ ନାରାୟଣ ସାହୁ, କ୍ଷମାସଗାର ବଗର୍ତ୍ତି, ନିମି ରାଫେଲ, ମନୋରମା ଦୁରିଆ, ଜଗମୋହନ ମେହେର, ସରୋଜ କୁମାର ଦୁରିଆ ପ୍ରମୁଖ ଉପସ୍ଥିତ ରହି ଦୁଇ ଜନନାୟକଙ୍କ ସୃତି ଚାରଣ ସହ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ଶୁଣ୍ଢି ସମାଜ ର କୁଳପତି ହେଲେ ପୂର୍ବ ବ୍ଲକ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବେହେରା

masiha

୪ର୍ଥ ବୋଇତ ବନ୍ଦାଣ ଉତ୍ସବ ଆସନ୍ତା ୪ ଓ ୫ ରେ ……

Sunil Chandra Nayak

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

masiha

Leave a Comment

error: Content is protected !!