ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

କାମାକ୍ଷାନଗର(ମ ନି ସ)୨୬/୦୧_ କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ସଂଘ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି l ଏ ଉପଲକ୍ଷେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଂଘର ସଭାପତି ଶୁଭମୟ ନନ୍ଦ ଜାତୀୟ ପତାକା ଉତ୍ତୋଳନ କରି ଉଦବୋଧନ ଦେଇଥିଲେ l ଏଥିରେ ସଂଘର ସାଧାରଣ ସଂମ୍ପାଦକ ପ୍ରକାଶ କୁମାର ପାତ୍ର, ଲକ୍ଷ୍ମୀଧର ନାୟକ, ପ୍ରଣବ ରଞ୍ଜନ ରାଉତ, ପ୍ରହ୍ଲାଦ ମୁଦୁଲି, ସୋମ୍ୟରଞ୍ଜନ ନାୟକ, ପଦ୍ମନାଭ ଦାସ, ସୁମନ୍ତ ଜେନା,ପର୍ଶୁରାମ ପାତ୍ର,ଦିଲ୍ଲୀପ କୁମାର ନାୟକ, ଦୈତାରୀ ବେହେରା,ସୁମିତ୍ରା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ 

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଅମଲାଙ୍କ ସାମୁହିକ ଛୁଟି ଓ ଆନ୍ଦୋଳନ:  ସରକାରୀ ଯୋଜନା ପ୍ରଭାବିତ: ଗରିବ ହିତାଧିକାରୀ ହଟହଟା

Sunil Chandra Nayak

କୋକସରା ଗୁଡହାଣ୍ଡି ମହୋତ୍ସବ ଉଦଯାପିତ

Sunil Chandra Nayak

ସ୍ୱର୍ଗତ ଭି. ସୁଜ୍ଞାନୀ କୁମାର ଦେଓଙ୍କ ୮୯ତମ ଜନ୍ମବାର୍ଷିକୀ ପାଳିତ 

Sunil Chandra Nayak

Leave a Comment

error: Content is protected !!