ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ବିୟୋଗରେ ଝରିଗାଁ ରେ ଶୋକସଭା ଅନୁଷ୍ଠିତ

ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସଙ୍କ ଅକାଳ ବିୟୋଗନେଇ ଆଜି ଝରିଗାଁ ବିଜୁ ଜନତା ଦଳ ତରଫରୁ ବ୍ଲକ ସଭାପତି ଟିକଚାନ୍ଦ ମାଝୀ ଙ୍କ ସଭପତିତ୍ୱ ରେ ରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି।ଅମର ଆତ୍ମାର ସଦଗତି କାମନା କରିବା ସହ ଶ୍ରୀ ଦାସ ଙ୍କ ସ୍ମୃତିଚାରଣ କରି ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ଭାବେ ଜନସାଧାରଣଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପ୍ରଦାନ କରିବାରେ ଶ୍ରୀ ଦାସଙ୍କ ଭଦ୍ୟମ ସଦା ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ନେତୃବୃନ୍ଦ ଙ୍କ ମଧ୍ୟରେ ଉଠାଜଳସେଚନ ନିଗମର ପରାମର୍ଶଦାତା ପ୍ରମୋଦ ପାଢ଼ୀ,ସାଂସଦ ପ୍ରତିନିଧି ପ୍ରିୟ ରଞ୍ଜନ ଦାସ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ, ରାମଧର ମାଝୀ,ଯମୁନା ଗଣ୍ଡ, ଲଛମା ଗଣ୍ଡ, ଲଷ୍ମୀ ଭତ୍ରା, ସଦାଶିବ ପଟ୍ଟନାୟକ,ମୋହନ ନାୟକ,ଜି କ୍ରିଷ୍ଣା ରାଓ,ଗୋକୁଳ ପଟ୍ଟନାୟକ,ସଞ୍ଜୟ ଲେଙ୍କା, ମଦନ ସାମଲ, କାମଦେବ ପନକା,ଶଙ୍କର ପନକା,ମାଧବ କଲାର,ମହେନ୍ଦ୍ର ପୂଜାରୀ, ଜଗତ କଲାର,ବାପି ବିଶ୍ୱାସ,ରାଖୀରାମ ବଂଜାରା,ଜଗଦୀଶ ମାଝୀ,ଅନୀଲ ଜୈନ,ଚିତ୍ତ ରଞ୍ଜନ ପାଣ୍ଡେ,ଇସରାମ ଭରତିଆ,ହଳଧର ବଂଜରା,ବଂଶୀ ପନକା,ପିଙ୍କୁ କାହାଳିଆ ପ୍ରମୁଖ ନେତ୍ରବୃନ୍ଦ ମତ ପ୍ରକାଶ କରିଥିଲେ।

ଝରିଗାଁ ରୁ କିଶୋର ଚନ୍ଦ୍ର ମଣ୍ଡଳ ଙ୍କ ରିପୋର୍ଟ 

 

 

 

|

Related posts

ସରକାରୀ ଅବକାରୀ ନୀତିକୁ “ଫୁ” କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟନୁଷ୍ଠାନ ପାଇଁ ରାଉରକେଲା ବିଜେଡି ର ଦାବିପତ୍ର 

masiha

ପାଟଣାଗଡ଼ କଂଗ୍ରେସ ପ୍ରାର୍ଥୀ ଅନିଲ ମେହେର ଙ୍କ ନିର୍ବାଚନୀ ପ୍ରଚାର

masiha

କଳସି ଯାତ୍ରାରେ ଚାଲିଛି ପ୍ରାର୍ଥୀଙ୍କ ପ୍ରଚାର 

masiha

Leave a Comment

error: Content is protected !!