ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲ ତଳକୁ ଖସିଲା କାର ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାପଡାହାଣ୍ଡି,9/2, ମନିସ — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ଠାରୁ ଡାବୁଗାଁ ରାସ୍ତାର ପଣ୍ଡିତ ଗୁଡା ନିକଟରେ ଥିବା ପୋଲରୁ ଗୁରୁବାର ଏକ କାର ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିବା ବେଳେ ଏଥିରେ ବସିଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି | ଖବର ପାଇ ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |ଦୁର୍ଘଟଣା ପରେ କାରରେ ବସିଥିବା ଯାତ୍ରୀ ମାନେ ଫେରାର ହୋଇଯାଇଛନ୍ତି | ସୂଚନା ମୁତାବକ OD 02 CB 1609 ଟି ମଇଦଲପୁର ରୁ ଡାବୁଗାଁ ଆଡ଼କୁ ଯିବା ସମୟରେ ଡ୍ରାଇଭର ଭାରସାମ୍ୟ ହରାଇବାରୁ କାର ଟି ପୋଲ ତଳକୁ ଚାଲିଯାଇଥିଲା | ପୋଲିସ ତଦନ୍ତ ପରେ ପ୍ରକୃତ କଥା ଜଣାପଡିବ |

ପାପଡାହାଣ୍ଡି ରୁ ସ୍ବପ୍ନଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଚିକିତ୍ସାଧୀନ ଅବସ୍ଥାରେ ମହିଳା ମୃତ

Sunil Chandra Nayak

ଦୁଇ ବାଇକ୍ ମୁହାମୁହି ଧକା ରେ ସ୍ବାମୀ ମୃତ ସ୍ତ୍ରୀ ଗୁରୁତ୍ୱ 

masiha

ଅନିୟମିତତା ବର୍ଷାରେ ଗୋଲାମୁଣ୍ଡା ବ୍ଲକ ସମ୍ପୂର୍ଣ୍ଣ ଗଜା ମରୁଡି , ଚାଷୀଙ୍କ କାମରେ ଆସୁନି ବ୍ଲକ ସ୍ତରୀୟ ଚେକଡ୍ୟାମ

masiha

Leave a Comment

error: Content is protected !!