ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଙ୍କଡ଼ାହାଡ଼ ଗ୍ରାମ୍ୟ ବ୍ୟାଙ୍କ ଲୂଟ ଘଟଣା ରେ 9 ଗିରଫ, ମରଣାସ୍ତ୍ର ସହିତ ସୁନା ଓ ଟଙ୍କା ଜବତ

କାମାକ୍ଷାନଗର (ମନିସ )୧୦/୦୨/୨୩_ ଢେଙ୍କାନାଳ ପୋଲିସ ର ବଡ ସଫଳତା l କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ ରେ ଫେବୃଆରୀ ୩ ତାରିଖ ରେ ହୋଇଥିବା ଗ୍ରାମ୍ୟ ବ୍ୟାଙ୍କ ଡକାୟତି ରେ ସମ୍ପୃକ୍ତ ୯ ଜଣଙ୍କୁ ପୋଲିସ ଗିରଫ କରିଛି l ସେମାନଙ୍କ ଠାରୁ ୬ କେଜି ୧୩୦ ଗ୍ରାମ ସୁନା, ୪ଲକ୍ଷ ୩୨ ହଜାର ନଗଦ ଟଙ୍କା, ୩ଟି ଦେଶୀ ପିସ୍ତଲ, ୩ଟି କଟୁରୀ ଓ ଭୁଜାଲି, ୧୧ଟି ଅଫୁଟା ଗୁଳି, ୨୬ଟି ମୋବଇଲ, ୪ଟି ବାଇକ୍ ସହ ଗୋଟିଏ ବୋଲେରୋ ଜବତ ହୋଇଛି l ଅଭିଯୁକ୍ତ ମାନଙ୍କ ଭିତରୁ ୮ ଜଣ ଅନଗୁଳ ର ଓ ଜଣେ ଢେଙ୍କାନାଳ ଜିଲ୍ଲା ର ବୋଲି କହିଛନ୍ତି ଉତ୍ତର କେନ୍ଦ୍ରାଞ୍ଚଳ ଡି ଆଇ ଜି ବ୍ରିଜେଶ ଲାଲ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଦଳୀମୁଣ୍ଡା ଛକ ନିକଟରୁ ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ

masiha

ଗଞ୍ଜେଇ ଜବତ ଦୁଇ ଗିରଫ

ଆମଗୁଡା ଡକାୟତି ଘଟଣା ରେ ପାଞ୍ଚ ଅଭିଯୁକ୍ତ କୁ କୋର୍ଟ ଚାଲାଣ କଲା ଗୋଲାମୁଣ୍ଡା ପୋଲିସ 

masiha

Leave a Comment

error: Content is protected !!