ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କୁମାରୀ ପୁଷ୍ପଲତା ମୁଣ୍ଡା ଙ୍କ କବିତା = ଶୁଭ ଜନ୍ମ ଦିନ 

ଶୁଭ ଜନ୍ମ ଦିନ 

ଶୁଣ!  
ଆଜିର ସକାଳ ଶୁଭ ସକାଳ ,
 ଭରିଦେଉ ତୁମ ମନରେ ସରସ ।
ଦୂର ହେଉସବୁ ତୁମ ଦୁଃଖ ଦୁର୍ଦ୍ଦଶା ,
ଜନ୍ମ ଦିନର ଅନେକ ଅନେକ ଶୁଭେଚ୍ଛା। 
ଭଗବାନଙ୍କ ଆଶିର୍ବାଦ ରହୁ ସର୍ବଦା ,
ସବୁ କାମରେ ପାଉଥାଅ ସଫଳତା ।
ଆଶା ତ ଅନେକ ବାଟ ବହୁ ଦୂର, 
ତୁମ ଚଲାପଥ ହେଉ କୁସୁମିତ। 
ତୁମେ ହସିଲେ ଦିଶ ଭାରି ସୁନ୍ଦର, 
ସେଇ ହସ ରହିଥାଉ ସାରାଜୀବନ। 
ତୁମ ହସରେ ନ ଲାଗୁ କାହା ନଜର, 
ସେ ହସରେ ରହିଛି ମୋରି ଜୀବନ। 
ଦୂରରୁ ଜଣାଉଛି ତୁମକୁ ଅଭିନନ୍ଦନ, 
 ଆଜିର ଦିନ ଟି ହୋଉ ମଙ୍ଗଳ ମୟ ।
ସବୁ ଦିନ ସବୁ ସମୟ ଖୁସିରେ ରୁହ, 
ତୁମ ଜନ୍ମ ଦିନରେ ମୋର ଏତିକି କାମନା। 

କୁମାରୀ ପୁଷ୍ପଲତା ମୁଣ୍ଡା 

ମଙ୍ଗଳ ପୁର /କେନ୍ଦୁଝର 

Related posts

ନର୍ମଦା ନାୟକ ଙ୍କ କବିତା l l ବିଦାୟୀ -ବରଷ l l

Sunil Chandra Nayak

ଅଚ୍ୟୁତାନନ୍ଦ ଧଳ ଙ୍କ କବିତା  l l l ବିଦାୟ ୨୦୨୨ l l l

Sunil Chandra Nayak

ଜାନକୀ ମହାନ୍ତ ଙ୍କ କବିତା = ଶ୍ରୀରାମଙ୍କ ଜନ୍ମ ବୃତ୍ତାନ୍ତ

Sunil Chandra Nayak

Leave a Comment

error: Content is protected !!