ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୨ୟ ଥର ପାଇଁ ଚନ୍ଦ୍ରମା ରଣା ହେଲେ ତେରେସିଂହା ଗ୍ରା.ପ. ସମିତି ସଭ୍ୟା

କର୍ଲାମୁଣ୍ଡା (ସୁଶାନ୍ତ ରଣା): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତେରେସିଂହା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଭାବେ ଶ୍ରୀମତୀ ଚନ୍ଦ୍ରମା ରଣା ବିଜୟୀ ହୋଇଛନ୍ତି l ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଶ୍ରୀମତୀ ମାଣିକ୍ୟ ସୁନାଙ୍କୁ ୮୦୦ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି l ଶ୍ରୀମତୀ ରଣା ୧୯୨୩ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଶ୍ରୀମତୀ ସୁନା ୧୧୨୩ ଖଣ୍ଡ ଭୋଟପାଇ ପରାଜିତ ହୋଇଛନ୍ତି l ଶ୍ରୀମତୀ ସୁନା ପୂର୍ବରୁ ଥରେ ବ୍ଲକ୍ ଅଧ୍ୟକ୍ଷା ହୋଇ ସାରିଥିବା ବେଳେ ପୁଣି ଅଧ୍ୟକ୍ଷା ହେବାର ସ୍ୱପ୍ନ ଦେଖୁଥିଲେ l କିନ୍ତୁ ପୂର୍ବତନ(ବିଦାୟୀ) ସମିତି ସଭ୍ୟା ଶ୍ରୀମତୀ ରଣାଙ୍କ ଠାରୁ ପରାଜୟ ବରଣ କରିବା ପରେ ଅଧ୍ୟକ୍ଷା ଆଶା ମଉଳି ଯାଇଛି l ଅପରପକ୍ଷେ ଶ୍ରୀମତୀ ଚନ୍ଦ୍ରମା ରଣାଙ୍କ ଦ୍ୱିତୀୟ ବିଜୟ ପରେ ତେରେସିଂହା ପଞ୍ଚାୟତ ସମିତି ସଭ୍ୟା ଭାବେ ୨ୟ ଥର ନିର୍ବାଚିତ ହେବାରେ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି l ବିଜୟ ପରେ ସମର୍ଥକ ମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା l (କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା)

Related posts

“ସାମ୍ବାଦିକ ମାନେ ସ୍କୁଲ୍ କୁ ଯାଇ ପାରିବେ, କିନ୍ତୁ କ୍ଲାସ୍ ପରେ” _ଢେଙ୍କାନାଳ ଜିଲ୍ଲାପାଳ

Sunil Chandra Nayak

ନିଜ ସର୍ଭିସ ରାଇଫଲ ରେ ଜଣେ ଯବାନ ଙ୍କ ଆତ୍ମହତ୍ୟା !

masiha

ଇନର ହୁଇଲ କ୍ଲବ ରାଉରକେଲା ରିଭରସାଇଡ ତରଫରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort