ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିବ ପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରିଚାଳନା କମିଟି ଗଠିତ

 ତେନ୍ତୁଳିଖୁଣ୍ଟି 23 /04 /23 -ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗିସଲପା ଶିବପ୍ରସାଦ ଉଚ୍ଚ ବିଦ୍ୟାଳୟ ର ନୂତନ ପରି ଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମେତ ଅଭିଭାବକ ଙ୍କ ଉପସ୍ଥିତ ରେ ସର୍ବସମ୍ମତି କ୍ରମେ ବିଦ୍ୟାଳୟ ଅଧକ୍ଷ ରୂପେ ରମେଶ ଚନ୍ଦ୍ର ପଣ୍ଡା, ଉପସଭାପତି ରୂପେ ସତ୍ୟନାରାୟଣ ବିଶୋଇ ଙ୍କୁ ଚୟନ କରାଯାଇଥିବା ବେଳେ ସଭ୍ୟ ରୂପେ ପ୍ରଶାନ୍ତ କୁମାର ପତି, ଦେବେନ୍ଦ୍ର ଗରଡା, ଓ ସୁବାସୀ ବିଶୋଇ ଙ୍କୁ ଚୟନ କରାଯାଇଛି!ଏହାକୁ ସମସ୍ତ ଅଭିଭାବକ ସ୍ୱାଗତ କରିଛନ୍ତି!

       ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ସୁଲକ୍ଷଣା ଦେବୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକଙ୍କ ବୈଠକ

masiha

ତିନି ଜଣ ଅନାଥ ଛାତ୍ରୀଙ୍କୁ ପାଠ ପଢାରେ ସାହାଯ୍ୟ କରିବେ କୈଳାସ କୁଲେଶିକା 

masiha

ଜୟ କିଷାନ ଫିଲିପ୍ସ ମେମୋରିଆଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୭୬ତମ ଜାତୀୟ ସମ୍ବିଧାନ ଦିବସ ସଭା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!