ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାରିଡି ଗ୍ରାମରେ ଚାଲିଛି ଘଟ ଯାତରା ,  ଦୁଇ ରାତ୍ରରେ ୨ ସାମାଜିକ ଗଣ ନାଟକ 

ବନ୍ଧୁଗାଁ ତା,୭/୫/୨୩ //  ଗାଁ ଗାଁରେ ଚାଲିଛି ଗାଁର ଦେବା ଦେବୀଙ୍କୁ ବର୍ଷର ଆରମ୍ଭରେ ପୂଜାର୍ଚ୍ଚନା କରି ଗାଁକୁ ଶାନ୍ତି ଓ କୁଶଳ ପାଇଁ ନଅ ଦିନିଆ ଘଟ ଯାତରା  I କୋରାପୁଟ ଜିଲ୍ଲା ଅନ୍ତର୍ଗତ ଗାରିଡି ଗ୍ରାମ ଠାରେ ଗତ ୫. ୫ ୨୩ ରେ ଯାତରା ଆରମ୍ଭ ହୋଇଯାଇଛି I ଆସନ୍ତା ୧୦ ତାରିଖରେ ଶେଷ ହେବାର ତାରିଖ ଧାର୍ଯ୍ୟ ହୋଇଛି I ଏଥି ମଧ୍ୟରେ ଆସନ୍ତା ୮ ତାରିଖ ସୋମବାର ରାତ୍ରରେ ଗୁରୁ ପରିଭଵନ ବାଘ ଙ୍କ ପରିବେଷ୍ଠିତ  ସାମାଜିକ ଗଣ ନାଟକ ହେଲା “ଅଳ୍ପ ସୁଖକୁ… ହଜାରେ ଦୁଃଖ ” ଗଣ ନାଟକର କାର୍ଯ୍ୟକ୍ରମ ଓ ନଅ ତାରିଖ ମଙ୍ଗଳବାର ଦିନ ରାତ୍ରରେ ‘ଆଖି ଲୁହରେ ଯାଏ ସରି… ଲଖୀ ଭାଇର ଲଭ ଷ୍ଟୋରି” ସାମାଜିକ ଗଣ ନାଟକର କାର୍ଯ୍ୟକ୍ରମ ଅଛି ଏଁଣୁ ପଞ୍ଚାୟତର ଆଖ ପାଖର ଗ୍ରାମବାସୀ ବୃନ୍ଦ ଯାତରା ଦେଖି ଆସି ଭରପୁର ଆନନ୍ଦ ଲାଭ କରନ୍ତୁ ବୋଲି ଗାରିଡି ଗ୍ରାମର ପୂଜା କମିଟିର  ପକ୍ଷରୁ ପ୍ରକାଶ କରିଛନ୍ତି । 

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ , ଶୌଚାଳୟ ଥାଇ କାମକୁ ଆସୁନି ! ସାଧାରଣ ଜନତା ହନ୍ତସନ୍ତ   

masiha

ଜାତୀୟ ସେବା ଯୋଜନା (ଏନ୍ ଏସ୍ ଏସ୍) ର ଶୀତକାଳୀନ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!