ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବନ ବିଭାଗ ଦ୍ୱାରା ବାଘ ଛାଲ ସହ 16ସାମଗ୍ରୀ ଜବତ 

ରାଇଘର :-ଓଡିଶା ଏବଂ ଛତିଶଗଡ଼ ବନ ବିଭାଗ ମିଳିତ ଚଢ଼ାଉ କରି ବାଘ ଛାଲ ସହ 16ସାମଗ୍ରୀ ଜବତ କରିଛି |ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ରାଇଘର ବନବିଭାଗ ରେଞ୍ଜ ଅଧୀନରେ ଥିବା କଲମଡଙ୍ଗରି ଗ୍ରାମରେ 3ଜଣଙ୍କ ଘରେ ଚଢ଼ାଉ କରିଥିଲା | କୁଶ ଭତ୍ରା ,ମୋହନ ସିଂ ରାଉତ ,ଦାମର ମାଝୀ ଏହି 3ଜଣ କୁ ଗିରଫ କରିବା ସହ 16ଟି ସାମଗ୍ରୀ ଜବତ କରିଛି |ଏହାକୁ ନେଇ ପୃଥକ ପୃଥକ ତିନିଟି କେଶ କରି ଆସନ୍ତା କଲି ଅମାନଙ୍କୁ କୋର୍ଟ ଚାଲାଣ କରିବା ବନବିଭାଗ କହିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବକର ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

ବନ୍ଧନ ଫାଇନାନ୍ସ କର୍ମଚାରୀଙ୍କୁ ରାସ୍ତାରୁ ଟଙ୍କା ଆନୁମାନିକ ୭୦ ହଜାର ଟଙ୍କା ଲୁଟି ନେଲେ ୩ ଅଜଣା ଦୁବୃର୍ତ୍ତ

Sunil Chandra Nayak

କେନ୍ଦୁଗଛରେ ମହିଳାଙ୍କ ଝୁଲନ୍ତା ମୃତଦେହ ବିଶୋଇ ପୋଲିସ ଦ୍ବାରା ଉଦ୍ଧାର 

Leave a Comment

error: Content is protected !!