ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଟୃପଲା ଗ୍ରାମରେ ଶ୍ରୀମତ ଭାଗବତ ପ୍ରାରାୟଣ ଓ ମହାଯଜ୍ଞ

ମୋହନ ଗିରି:୧୬/୩-ମ.ନି.ସ:- କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଳକର ମହୋନଗିରୀ ନିକଟରେ ଥିବା ନୂତନ ଗ୍ରାମପଞ୍ଚାୟତ ସିଂହପୁରର କୁଟୃପଲା ଗ୍ରାମର ରାମଦୟାଲ ଭାଗବତ ସତ୍ ସଙ୍ଗ କମିଟି ପକ୍ଷରୁ ଗତ ୧୨/୩/୨୦୨୨ ଠାରୁ ୧୮/୩ ତାରିଖ ସାତ ଦିନ ବ୍ଯାପି ଭାଗବତ୍ ପାରାୟଣ ଓ ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।

ଏହି ଯଜ୍ଞରେ ବିଶିଷ୍ଟ ଗାୟକ ହରିକଥା ସେବକ ଓ ପ୍ରବଚକ ଶ୍ରୀ ସୁନୀଲ ମିଶ୍ର ବଡିଆପାର୍ଲି ବଲାଙ୍ଗୀର ଯୋଗଦାନ କରି ମାନବ ଜୀବନକୁ ସାର୍ଥକ କରିବା ସାଙ୍ଗେ ବିଭୂକୃପା ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ। କର୍ତ୍ତା ଭାବରେ ଟଙ୍କ ବାବା ଓ ତାଙ୍କ ସହଧର୍ମିଣୀ ନୁରା ମାତାଜୀ କାର୍ଯ୍ଯ ତୁଲାଇଥିଲେ।କୁଟୃପଲା ତାଲାବାଜୁ ଓ କୁଟିହେଜୁ ଗ୍ରାମବାସିନ୍ଦା ଓ ଜନସାଧାରଣ ପ୍ରମୁଖ ସହଯୋଗ କରିଥିଲେ।

ମୋହନଗିରୀ ରୁ ସୁଭାଷ ଚନ୍ଦ୍ର ମନହିରାଙ୍କ ରିପୋର୍ଟ

Related posts

ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ବୈଠକ

Sunil Chandra Nayak

ରିଜର୍ଭ ବ୍ୟାଙ୍କ ଲୋକପାଳ ଉପରେ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

କଳାହାଣ୍ଡି: କେସିଙ୍ଗା ବ୍ଲକ ରେ ଭ୍ରାମ୍ୟମାଣ ସ୍ଵାସ୍ଥ୍ୟ ସେବା ଯୋଗାଇବ ଏସବିଆଇ ଓ ରାମକୀ ଫାଉଣ୍ଡେସନ

Sunil Chandra Nayak

Leave a Comment

error: Content is protected !!