ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ 

 ମୟୂରଭଞ୍ଜ:- ୧୨/୭ ( ମସିହା) ରାଇରଙ୍ଗପୁର କଲେଜ ସାମ୍ନାରେ ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଲଳିତ ମହାନ୍ତ ଯୋଗଦେଇ ଫିତା କାଟି ଉଦଘାଟନ କରିଥିଲେ ।ନିର୍ଦେଶକ ସାଦାମ୍ ହୁସେନଙ୍କ ସଭାପତି ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ରୁଦ୍ରନାଥ ଧୀର ଯୋଗଦେଇ ଶିକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଅନୁଷ୍ଠାନର ଅଧ୍ୟାପିକା ଶୁଭ୍ରା ମହାନ୍ତି ବକ୍ତବ୍ଯ ଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସରୋଜ ମହାନ୍ତ , ଅଶୀତ କୁମାର ଜୌତିଷୀ, ଅଙ୍କିତ କୁମାର ଜୌତିଷୀ, ବିକାଶ ଗିରି,ରବିନ୍ଦ୍ର ସୋରେନ୍,ମହେଶ ଦିଗାର, କିସୁନ ହାଂସଦାଃ,ରଞ୍ଜିତ ନାଏକ,ଅଜୟ ବେହେରା, ଉଜ୍ଜଳ ଜୌତିଷୀ, ସିପୁନ ବାରିକ, ଲକ୍ଷ୍ମଣ ମୁର୍ମୁ,ରେଶମୀ ପରବିନ୍, ଅନୀତା ମହାରଣା, ଶୁଭମ୍ ଗିରି ,ଜୌତି ମହାନ୍ତ, ରେଖା ରାୟ, ଦୀପିକା ମହାନ୍ତ,ଦେବାଶିଷ ମାଝୀ, ମୌସୁମୀ ପାତ୍ର, ଆହାଲାନ ମୁରମୁ, ଜିତ ମାରାନଡି, କମଳା ସୋରେନ୍,ଦୁଲାରୀ ହାଁସଦା,ସାଉନା ମାରାନଡି, ଓ ଗୋବିନ୍ଦ ବାସକେ ପ୍ରମୁଖ ସହଯୋଗ କରିଥିଲେ ।ଶେଷରେ ଅଧ୍ୟାପିକା ଶୁଭ୍ରା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜନ୍ମଦିନ ରେ ରକ୍ତଦାନ କଲେ ବହୁଜନ ସଂଗ୍ରାମ ସମିତି ସଭାପତି 

masiha

ଆଗଲପୁର ରେ ଥିଲା ଫାଣ୍ଡି ହେଲା ଥାନା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଗୋସିଙ୍ଗ ଦୈତ୍ୟ ଦରବାରର ଦ୍ଵିତୀୟ ସନ୍ଧ୍ୟା ,ପ୍ରଜାଙ୍କ ଅଭିଯୋଗ ଶୁଣିଲେ ସମ୍ରାଟ

masiha

Leave a Comment

error: Content is protected !!