ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲା ରେ ମୋ ଘର ଯୋଜନାର ଶୁଭାରମ୍ଭ, ତିନି ଲକ୍ଷ ଟଙ୍କା ଆବାସ ଗୃହ ହିତାଧିକାରୀ ଙ୍କୁ ଆର୍ଥିକ ସହାୟତା ପ୍ରଦାନ

ନୂଆପଡା, // ନୂଆପଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ସଦଭାବନା ସଭା ଗୃହ ପରିସର ମଧ୍ୟରେ ମୋ ଘର ଯୋଜନାର ଶୁଭାରମ୍ଭ ହୋଇଅଛି।ନୂଆପଡ଼ା ଜିଲ୍ଲାପାଳ ହେମକାନ୍ତ ସାଏ ଯୋଗ ଦେଇ ଏହି ଯୋଜନା ଶୁଭାରମ୍ଭ କରିଥିବା ବେଳେ ଆଜି ପାଞ୍ଚ ଜଣ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ହିତାଧିକାରୀଙ୍କୁ ୩ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରିଛନ୍ତି। ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ମୁଖ୍ୟ ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ଲିଡ ବ୍ୟାଙ୍କ ଶାଖା ପ୍ରବନ୍ଧକ ଦେବାଶିଷ ଯୋଶୀ ଏବଂ ଡି ବି ଏମ୍ ୟୁନୀୟନ ବ୍ୟାଙ୍କ ସାଗର କୁମାର ରାଜକ ଯୋଗ ଦେଇଥିଲେ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀ ରାଧା ଗୋବିନ୍ଦଜୀୟୁଙ୍କ ବସନ୍ତ ଉତ୍ସବ

masiha

ଭାରତର ସର୍ବବୃହତ୍ ମୁକ୍ତ ନବସୃଜନ ମଡେଲ,ସ୍ମାର୍ଟ୍ ଓଡ଼ିଶା ଜିଲ୍ଳାସ୍ତରୀୟ ହାକାଥନ୍ ୩.୦ ଡ଼ାୟାପ୍ରିନ୍ୟୁଅର୍ -୨୦୨୬ ଉଦ୍ ଘାଟିତ 

Sunil Chandra Nayak

ଦିବ୍ୟାଙ୍ଗ(ଦୃଷ୍ଟି ହୀନ) ବିଦ୍ୟାଳୟରେ ବିଧାୟକ ଦୁର୍ଗାଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ପାଳନ

Sunil Chandra Nayak

Leave a Comment

error: Content is protected !!