ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୁଡ଼ାରୀ ବିଜ୍ଞାପିତ ଅଂଚଳରେ ବିଜେଡିର ନିର୍ବାଚନୀ ପ୍ରଚାର

ଗୁଡ଼ାରୀ– ତା ୨୨/୦୩ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନର ଅନ୍ତିମ ଦିନରେ ବିଜେଡ଼ି ପକ୍ଷ୍ୟରୁ ଡୋର ଟୁ ଡୋର ପ୍ରଚାର।

୧୧ ଗୋଟି ୱାର୍ଡ କୁ ନେଇ ଗୁଡ଼ାରୀ ବିଜ୍ଞାପିତ ଅଂଚଳ ଗଠନ। ୧୧ଟା ୱାର୍ଡ ରୁ ବିଜେଡ଼ି ନିଦ୍ୱନ୍ଦ୍ରେ ୯ ନଂ ୱାର୍ଡ ଜିତି ସାରିଛି। ଆଉ ବାକି ୧୦ଟା ୱାର୍ଡର ଆସନ୍ତା ୨୪/୦୩ ତାରିଖରେ ହେବ ନିର୍ବାଚନ। ବିଜେଡିର ଅଧ୍ୟକ୍ଷା ପାର୍ଥିନୀ ଶ୍ରୀମତି ସରମିତା ଶବର ଛିଡା ହେଇଛନ୍ତି।

ଦିନକ ପରେ ବିଜ୍ଞାପିତ ଅଂଚଳ ନିର୍ବାଚନ ହେବାକୁ ଯାଉଥିବାରୁ , ଏଥର ଗୁଡ଼ାରୀ ବିଜ୍ଞାପିତ ଅଂଚଳ ନିର୍ବାଚନରେ କିଏ ବାଜିମାତ କରୁଛି। ଯୁଗଳ କିଶୋର ଜେନାଙ୍କ ରିପୋର୍ଟ।

Related posts

କଳାହାଣ୍ଡି ଜିଲ୍ଲାରେ ଭାରତ ମୁକ୍ତି ମୋର୍ଚ୍ଚା ଓ ବହୁଜନ ମୁକ୍ତି ମୋର୍ଚ୍ଚା ପକ୍ଷରୁ ତୃତୀୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ ବିକ୍ଷୋଭ ଅନୁଷ୍ଠିତ

Sunil Chandra Nayak

କୋଲନରା ବ୍ଳକରେ ସଂଯୁକ୍ତା ହେଲେ ପଞ୍ଚାୟତ ସମିତି ଅଧ୍ଯକ୍ଷା

Sunil Chandra Nayak

ଧର୍ମଗଡଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

Leave a Comment

error: Content is protected !!