ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ସଭ୍ଯ ଓ କର୍ମକର୍ତ୍ତା ଚୟନ

ଭୁବନେଶ୍ୱର:୧୩/୦୯ – (ମନିସ):- ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଶା ଭାଷା ସାହିତ୍ୟ ଦିଗରେ ବେଶି କାମ କରିବ ସେଥିପାଇଁ ସଭ୍ଯ ଚୟନ କରାଯିବ ଏନେଇ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗତ ରବିବାର ତା ୧୦/୦୯/୨୦୨୩ ରିଖ ଦିବା ୧୦ ଘଟିକା ସମୟରେ ଉତ୍କଳ ବିଶ୍ଵବିଦ୍ୟାଳୟ ପରିସରରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ନିଷ୍ପତ୍ତି ହୋଇଥିବା ନୂତନ ସଭ୍ଯ ଭାବରେ ନିଯୁକ୍ତି ପାଇଲେ ସ୍ଥାୟୀ ସଭାପତି ଆଉ ପରାମର୍ଶ ଦାତା ଉପଦେଷ୍ଟା ଙ୍କ ନିଷ୍ପତ୍ତି କ୍ରମେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓଡିଆ ଭାଷା ସାହିତ୍ୟ ଦିଗରେ ବେଶି କାମ କରିବ ସେଥିପାଇଁ ସଭ୍ଯ ଚୟନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ତାର ଲକ୍ଷ୍ୟ ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ପ୍ରଚାର ପ୍ରସାର ନିମନ୍ତେ ସମସ୍ତ ଜିଲ୍ଲା ରେ କମ ସଭ୍ଯ ହେଉ ପଛେ ଆଗ୍ରହ ପ୍ରକାଶ ନିଜ ମାଟି ମା ପାଇଁ କିଛି କରିପାରୁଥିବା ସଭ୍ଯ ମାନଙ୍କୁ ଖୋଜି ବାହାର କରିବ ନିଶିଗନ୍ଧା, ସେନେଇ ଏକ ଆଲୋଚନା ଚକ୍ର ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବାକୁ ଯାଉଛି ସେନେଇ ବିଶେଷ ସୂଚନା ମାଧ୍ୟମରେ ଜଣାଇଛନ୍ତି। ବିଶେଷ କରି ନିଶିଗନ୍ଧା ନାରୀସଶକ୍ତି କରଣ ଅନ୍ଯ ସବୁ ଅଛି ଦୁଇଟି କୁ ଠିକ୍ କରାଯିବ ପରେ ଅନ୍ଯ ସବୁ ଠିକ ହେବ ବୋଲି ଜଣାଇ ଦିଆଯାଇଛି। ଏଥିରେ ନୂତନ ଭାବରେ ପଦବୀ ପାଇଥିବା ବ୍ଯକ୍ତି ବିଶେଷଙ୍କ ନାମ ଗୁଡିକ ହେଲା ମୁଖ୍ୟ ଉପଦେଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ, ପ୍ରତିଷ୍ଠାତା ଶ୍ରୀଯୁକ୍ତ ବଳରାମ ତରାଇ, ସଭାପତି ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ, ଉପସଭାପତି ଶ୍ରୀଯୁକ୍ତ ମାୟାଧର ମଲ୍ଲିକ, ସମ୍ପାଦକ ଓ କୋଷାଧ୍ୟକ୍ଷ ଶ୍ରୀମତୀ ସରସ୍ୱତୀ ନାୟକ, କାର୍ଯ୍ଯକାରୀ ସମ୍ପାଦକ ଶ୍ରୀଯୁକ୍ତ ପ୍ରଶନ୍ନ କୁମାର ରଥ, ସନ୍ତୋଷ ବାରିକ, ସହ ସମ୍ପାଦକ ବୈଜୟନ୍ତୀ ନାୟକ,ବାଉରୀ ବନ୍ଧୁ ବେହେରା, ଯୁଗ୍ମ ସମ୍ପାଦକ ଶ୍ରୀ ଭଜକୃଷ୍ଣ ମହାନ୍ତି, ପୁଷ୍ଠପୋଷକ ଶ୍ରୀଯୁକ୍ତ କରୁଣାକର ମଲ୍ଲିକ,ଶ୍ରୀଯୁକ୍ତ ପର୍ଶୁରାମ ବେହେରା,ଶ୍ରୀଯୁକ୍ତ ପ୍ରେମାନନ୍ଦ କୁମ୍ଭମ,ଶ୍ରୀଯୁକ୍ତ ତାରିଣୀ ପ୍ରସାଦ ମହାନ୍ତି, ଶ୍ରୀଯୁକ୍ତ ଶରତ ନାୟକ, କାର୍ଯ୍ଯକାରୀ କମିଟି ଶ୍ରୀଯୁକ୍ତ ପର୍ଶୁରାମ ପତି,ଶ୍ରୀଯୁକ୍ତ ଚିତରଞ୍ଜନ ମହାନ୍ତି, ରଶ୍ମିମୟୀ ପଟ୍ଟନାୟକ, ବୃନ୍ଦାବନ ସ୍ବାଇଁ,ଇଂ ଗାୟତ୍ରୀ ତ୍ରିପାଠୀ,ଡ଼ ସତ୍ଯସ୍ମିତା ଜେନା,ଶ୍ରୀଯୁକ୍ତ ସତ୍ଯନାରାୟନ ମିଶ୍ର, ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାସ, ଶ୍ରୀଯୁକ୍ତ ବିଶ୍ବ ମୋହନ ମିଶ୍ର, ଶ୍ରୀଯୁକ୍ତ ଆର୍ତ୍ତତ୍ରାଣ ସାହୁ, ଶ୍ରୀଯୁକ୍ତ ପ୍ରମୋଦ କୁମାର ନାୟକ, ବୀଣାପାଣି ଚୌଧୁରୀ, ଦିଲ୍ଲୀପ କୁମାର ନନ୍ଦ, ଆଇନ ପରାମର୍ଶ ଦାତା ଶ୍ରୀଯୁକ୍ତ ଚିତ୍ତରଞ୍ଜନ ନନ୍ଦ,ଶ୍ରୀଯୁକ୍ତ ମରୁଆ ମୁକ୍ତିକାନ୍ତ ବୈଶାଖ, ଶ୍ରୀଯୁକ୍ତ ଦେବାଶିଷ ରଥ,ଶ୍ରୀଯୁକ୍ତ ସୁଦାତା ଶତପଥୀ, ଶ୍ରୀଯୁକ୍ତ ବିକ୍ରମ ଚମରି, ପରାମର୍ଶ ଦାତା ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ,ଡ଼. ରଜନନୀ ରଶିକ ଦାଶ, ଡ଼. ଧୃବଚରଣ ବେହେରା, ଡ଼.ରଶ୍ମିରେଖା ଦାଶ, ଶ୍ରୀ ରକ୍ଷକ ନାୟକ, ଶ୍ରୀ ପଦ୍ମନାଭ ତ୍ରିପାଠୀ, ଉପଦେଷ୍ଟା – ଗଗନ ବିହାରୀ ସ୍ବାଇଁ, ଇଂ. ଅର୍ଚ୍ଚନା ଦାଶ, ଡ଼. ପ୍ରସନ୍ନ ପାଟଶାଣୀ, ଡ଼.ଦେବୀପ୍ରସନ୍ନ ପଟ୍ଟନାୟକ,ଡ଼. ପଞ୍ଚାନନ କାନୁନଗୋ ପ୍ରମୁଖ ରହି ଥିବା ପ୍ରକାଶ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ଗଜ ଲକ୍ଷ୍ମୀ ପୂଜା କଲେ ଜିଲ୍ଲା କିନ୍ନର ସଂଘ 

Sunil Chandra Nayak

କେଦାରନାଥ ପ୍ରଧାନଙ୍କ ସ୍ମୃତିଚାରଣ ସଭା 

masiha

ପୁଲୱାମା ଆକ୍ରମଣ ରେ ସହିଦ୍ ଜବାନ ଙ୍କ ଉଦ୍ଦେଶ୍ୟରେ କାମାକ୍ଷା ନଗର ରେ କ୍ୟାଣ୍ଡେଲ୍ ଶୋଭା ଯାତ୍ରା 

Sunil Chandra Nayak

Leave a Comment

error: Content is protected !!