ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମହୁମାଛି ଆକ୍ରମଣ ରେ ଜଣେ ଆହତ

ମହୁମାଛି ଆକ୍ରମଣ ରେ ଜଣେ ଆହତ

ତେନ୍ତୁଳିଖୁଣ୍ଟି 24 09 ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରିଗୁଡା ପଞ୍ଚାୟତ ର କୁର୍ମାକଟ ଗ୍ରାମର ପର୍ଶୁରାମ ହରିଜନ (୩୪)ନିଜ ମକା ବାଡ଼ ରେ ଯାଇ ଫେରୁଥିବା ବେଳେ ମହୁମାଛି ଆକ୍ରମଣ ରେ ଆହତ ହୋଇଥିଲେ।ଏହି ଖବର ଜାଣିପାରି ଗ୍ରାମର ମେମ୍ବର ଡମ୍ବରୁ କର୍କରା ଓ କକିଲ କର୍କରା ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଚିକିତ୍ସା ପରେ ସୁସ୍ଥ ଥିବା ଜଣାପଡିଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଶିଶୁ ବଳାତ୍କାର ମାମଲାରେ ଯୁଵକ ଗିରଫ 

Sunil Chandra Nayak

କେସିଙ୍ଗା ସହର ର ଡକାୟତି ଘଟଣା, ଜଣେ ମହିଲା ସମେତ ୭ ଗିରଫ

Sunil Chandra Nayak

ଗ୍ରାହକ ସେବା କେନ୍ଦ୍ରରେ ଲକ୍ଷ୍ୟାଧିକ ଟଙ୍କା ଚଳୁ

Sunil Chandra Nayak

Leave a Comment

error: Content is protected !!