ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁଣ୍ଡିମହୁଲ ସ୍କୁଲ ପଡ଼ାରେ ସଫେଇ କାର୍ଯ୍ୟକ୍ରମ 

ରୁଣ୍ଡିମହୁଲ ସ୍କୁଲ ପଡ଼ାରେ ସଫେଇ କାର୍ଯ୍ୟକ୍ରମ 

ବୌଦ୍ଧ – ୧।୧୦: (ହୃଦାନନ୍ଦ ମେହେର )- ଭାରତ ସରକାରଙ୍କ ଆହ୍ୱାନକ୍ରମେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତର ସ୍କୁଲ ପଡା ଠାରେ ପଞ୍ଚାୟତ ନୋଡାଲ ଅଧିକାରୀ ସତିଶ ଦାସଙ୍କ ଅଧ୍ୟକ୍ଷତାରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ରୁଣ୍ଡିମହୁଲ ପଞ୍ଚାୟତର ଅଙ୍ଗନୱାଡ଼ି କର୍ମୀ,ଆଶା କର୍ମୀ ଓ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏବଂ ଅଞ୍ଚଳର ଜନସାଧାରଣ ଯୋଗ ଦେଇଥିଲେ ।କାର୍ଯ୍ୟକ୍ରମକୁ ମାଷ୍ଟର ଟ୍ରେନର ପୂର୍ଣ୍ଣଚରଣ ସାହୁ ପରିଚାଳନା କରିଥିଲେ ।

ବୌଦ୍ଧରୁ ଜ଼ିଲ୍ଲା ପ୍ରତିନିଧି ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସାଂସଦ ସମ୍ମୁଖରେ ସ୍ୱାମୀକୁ ନ ଛାଡିଲେ ମା ରଜନୀ ହିକକା ଓ ଦୁଇ ସନ୍ତାନ କୁ ନେଇ ଥାନାରେ ଆତ୍ମହତ୍ୟା କରିବି ବୋଲି ଚେତାବନୀ

Sunil Chandra Nayak

ସୁନାଫୁଲ ସାହିତ୍ୟ ସଂସଦର ବସନ୍ତ କବିତା ଆସର

Sunil Chandra Nayak

କ୍ଲଷ୍ଟର ସ୍ତରୀୟ ଛବିଳ ମଧୁ ବର୍ଣ୍ଣବୋଧ ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

masiha

Leave a Comment

error: Content is protected !!