ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ 

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଦୁଇ ଜଣ 

ବନ୍ଧୁଗାଁ ତା ୨୩/୧୧/୨୩: ନାରାୟଣପାଟଣା ଅଞ୍ଚଳରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି I ସ୍ଥାନୀୟ ପ୍ରମେୟ ପ୍ରତିନିଧି ନାରାମଚେଟି ସନ୍ତୋଷ କୁମାର ଓ ତାଙ୍କ ସାଥୀ ସହ ନାରାୟଣାପାଟଣା ରୁ ବୋରିଗୀ ଗ୍ରାମକୁ ସେଲରିଓ କାର ରେ ଯାଉଥିବା ବେଳେ ଶହଳ କିମି ଅତିକ୍ରମ କରିବା ପରେ ଗନ୍ତବ୍ୟ ସ୍ଥଳକୁ ପହଞ୍ଚିବାକୁ ମାତ୍ର ଗୋଟିଏ କିମି ଦୂର ଥିବାବେଳେ ସର୍ଟ ସରକ୍ୟୁଟ ହୋଇ କାର ରେ ନିଆଁ ଲାଗିଯାଇଥିଲା I ନିକଟରେ କେହି ନ ଥିବା ଯୋଗୁଁ ନିଆଁ କୁ ଆୟତ୍ତ କରିପାରିନଥିଲେ I ଚାହୁଁ ଚାଁହୁ ନିଆଁ ବ୍ୟାପି ଯାଇ ଥିଲା ଫଳରେ କାର ଟି ସମ୍ପୂର୍ଣ୍ଣ ପୋଡି ଯାଇଥିଲା I ବନ୍ଧୁଗାଁ ଓ ନାରାୟଣପାଟଣା ର ଅଗ୍ନିଶ୍ରମ ବିଭାଗ ପହଁଚିଲା ବେଳକୁ ସବୁ ପୋଡ଼ିଯାଇଥିଲା I ଘାଟି ରାସ୍ତା ହୋଇଥିବାରୁ ଅଗ୍ନିଶ୍ରମ ଗାଡି ଜଲଦି ପହଞ୍ଚି ପାରି ନ ଥିଲା I ଦୁଇ ଦୁଇଜଣ ଆଜି ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବଲାଙ୍ଗୀର ସାମ୍ବାଦିକ ବିଜୟ ପ୍ରଧାନ ଙ୍କ ଘଟଣା ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ Y.B. Khurania ଙ୍କୁ ଭେଟିଲା “ଏସୟୁଜେ ଓଡ଼ିଶା” ସମେତ ବିଭିନ୍ନ ସାମ୍ବାଦିକ ସଂଗଠନ ର ପ୍ରତିନିଧି…

masiha

ପୁରୀ ଗଜପତି ମହାରାଜାଙ୍କୁ ନିମନ୍ତ୍ରଣ ପତ୍ର ଦେଲେ କୋକସରା ବ୍ଲକ ସଂକୀର୍ତ୍ତନ କଳାକାର ସଙ୍ଘ 

masiha

Biju Sethu Construction Lags Behind Schedule

masiha

Leave a Comment

error: Content is protected !!