ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଓଡିଶାରୁ ୭ ଜଣ ପଦକ ପାଇଲେ ଦିଲ୍ଲୀ ଠାରେ 

ଓଡିଶାରୁ ୭ ଜଣ ପଦକ ପାଇଲେ ଦିଲ୍ଲୀ ଠାରେ 

ବନ୍ଧୁଗାଁ ତା,୨୮/୧୨/୨୩,ଦିଲ୍ଲୀ ଠାରେ ୨୦୨୩ ଡିସେମ୍ବର ୨୩ ରୁ ୨୪ ପ୍ରର୍ଯନ୍ତ ଆୟୋଜିତ ( ପ୍ର ଡେଡ୍ ଲିଫ୍ଟ ଏଣ୍ଡ ବେଞ୍ଚ୍ ପ୍ରେସ୍ ପ୍ରତିଯୋଗିତାରେ ଓଡିଶାର ୮ ଜଣ ଖେଳାଳି ଭାଗ ନେଇଥିଲେ ଏଥିରେ ୭ ଜଣ ଖେଳାଳି ପଦକ ହାସଲ କରିଛନ୍ତି।(୧) ପିଙ୍କି ହୁଇକା ୫୨  କିଲୋ  ବର୍ଗରେ (Junior strong woman runner) ସହ ୧୧୫କେ.ଜି ଓ ଉଠାଇ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ ପଦକ ଓ ୫୦କେ.ଜି ଓଜନ ଉଠାଇବାରେ ଦ୍ୱିତୀୟ ସ୍ଥାନରେ ରପ୍ୟ ପଦକ (  ୨)୫୬ ବର୍ଗରେ ଋଦ୍ରନାରାୟଣ ସୁନା ୧୬୦ କେ.ଜି ଓଜନ ଉଠାଇ ରପ୍ୟ,( ୩) ଧମେନ୍ଦ୍ର ଡଙ୍ଗିରୀ ୫୬ କିଲୋ ବର୍ଗରେ ୧୬୫ ଓଜନ ଉଠାଇ junior strong man runner ସହ ସ୍ଵର୍ଣ୍ଣ ପଦକ, ( ୪) ବାବୁଲୁ ମିଶ୍ର ୮୨ କିଲୋ ବର୍ଗରେ ୭୫ ଓଜନ ଉଠାଇ ସ୍ଵର୍ଣ୍ଣପଦକ, ( ୫) ପ୍ରତ୍ୟୁଷ ରଞ୍ଜନ ନାଏକ ୧୦୫ ଓ ୧୫୫ ଓଜନ ଉଠାଇ ୨ଟି ରପ୍ୟ  ପଦକ,( ୬) ବିରେନ୍ଦ୍ର ଶବର ୮୪ କିଲ ବର୍ଗରେ ୧୪୦ ଓ ୨୩୫ ଓଜନ ଉଠାଇ ରପ୍ୟ ଓ ସ୍ଵର୍ଣ୍ଣ ପଦକ( ୭) ପ୍ରତ୍ୟୁଷ ମିଶ୍ର ୧୦୦ କିଲୋ ବର୍ଗରେ ୨୧୦ କିଲୋ ଓଜନ ଉଠାଇ ରୂପିୟ ପଦକ ଜିତିଛନ୍ତି, ଏଥିରେ ପଦକ ବିଜେତା ମାନଙ୍କୁ ବିଭିନ୍ନ ପ୍ରକାରର ଉପହାର ଏବଂ ଅର୍ଥ ରାଶି ପ୍ରଦାନ କରାଯାଇଥିଲା ।( ଏନ. ଏସ. ଏଫ.ପାୱାର ଲିଫ୍ଟିଙ୍ଗ )ଓଡ଼ିଶାର କୋଚ୍ ଦୋରା କଣ୍ଡାଗରୀ ଓ ସୁଦାମ ସାହୁ ଜାତୀୟ ସ୍ତରୀୟ ରିପେରୀ ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାର (ସଭାପତି ରବି ସରମା) ଓ ମୁଖ୍ୟ ଅତିଥି ଭାବେ (ଅନେକ ଥର Mr India ମୁକେଶ ଗଟଲେ )ଯୋଗଦେଇ ପୁରସ୍କାର ବିବରଣୀ କରିବା ସହ ଆଜିର ଏହି କାର୍ଯ୍ୟକ୍ରମକୁ ଶାନ୍ତି ଓ ସୁରୁଖୁରୁରେ କାର୍ଯ୍ୟ ଶେଷ କରିଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଆନ୍ତଃ ରାଜ୍ୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

ଆନ୍ତର୍ଜାତୀୟ କରାଟେ ଖେଳାଳି ଭାବେ ବାପା ପୁଅ ଙ୍କ ଜାପାନ ଗ୍ରସ୍ତ

Sunil Chandra Nayak

ରାଉରକେଲା ଜିମ୍ନାଷ୍ଟିକ୍‌ କେନ୍ଦ୍ରର ପ୍ରଥମ ସ୍ଥାପନା ଦିବସ ପାଳନ

masiha

Leave a Comment

error: Content is protected !!