ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅପରାହ୍ନ କବିତା ସମ୍ମାନ ପାଇଲେ ଭାଗୀରଥି ସାଗର

ଅପରାହ୍ନ କବିତା ସମ୍ମାନ ପାଇଲେ ଭାଗୀରଥି ସାଗର

ଜୁନାଗଡ଼,୪/୩(ମ ନି ସ) ଶ୍ରୀଲିପ୍ତା ପ୍ରିଣ୍ଟ ମିଡିଆ ଦ୍ଵାରା ପ୍ରକାଶିତ ଦୈନିକ ଖବର କାଗଜ ଅପରାହ୍ନର ୧୪ ତମ ବାର୍ଷିକ ଉତ୍ସବ ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନ ଜୟଦେବ ଭବନରେ ମୁଖ୍ୟ ସମ୍ପାଦକ ବଂଶୀଧର ଜେନାଙ୍କ ସଭାପତିତ୍ୟରେ ଏକ ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୂଖ୍ୟ ଅଥିତି ରବିନାରାୟଣ ସେନାପତି,ମୁଖ୍ୟ ବକ୍ତା ଡା.ପ୍ରତିଭା ମହାରଥୀ, ସମ୍ମାନୀୟ ଅତିଥି ପିନାକୀ ମିଶ୍ର ତଥା ପ୍ରକାଶିକା ଲକ୍ଷ୍ମୀପ୍ରିୟା ଦାଶଙ୍କ ସମେତ ଅନେକ ସାରସ୍ଵତ ସାଧକ,କବି,ଲେଖକ,କଳାକାର ,ଗବେଷକ,ସମାଜସେବୀ ଆଦି ବହୁ ବ୍ୟକ୍ତିଙ୍କ ସମାଗମ ହୋଇଥିଲା।ଏହି ଅବସରରେ କଳାହାଣ୍ଡି ଜିଲ୍ଲାରୁ ଭାଗୀରଥି ସାଗରଙ୍କୁ ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ‘ଅପରାହ୍ନ କବିତା ସମ୍ମାନ’ରେ ଭୂଷିତ କରାଯାଇଥିଲା।ଏଣୁ ଅନେକ ପ୍ରଶଂସକ କବି ସାଗରଙ୍କୁ ପ୍ରଶଂସା ବାର୍ତ୍ତା ପଠାଉଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ରାଉରକେଲା କବୟିତ୍ରୀ ଅଙ୍ଗୁରବାଳା ପରିଡା ସମ୍ବର୍ଦ୍ଧିତ

ନିଜର ଜନ୍ମ ଦିନ କୁ ଏକ ନିଆରା ଢଙ୍ଗରେ ପାଳନ କଲେ ସମାଜସେବୀ ସନାତନ ଓଝା

masiha

ଶିକ୍ଷକ ଡେପୁଟେସନ୍‌କୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଗୁହାରୀ

Sunil Chandra Nayak

Leave a Comment

error: Content is protected !!